ମଶା ଘଉଡ଼ାଇବ ସ୍ମାର୍ଟ ଫୋନ୍‌: କମ୍‌ ଦାମ୍‌ରେ ଅଛି ଜବରଦସ୍ତ ଫିଚର

ମଶା ହେଉଛି ବିଭିନ୍ନ ରୋଗର କାରଣ। ମଶା ପାଇଁ ଡେଙ୍ଗୁ, ଚିକେନ୍‌ଗୁନିଆ ଓ ମ୍ୟାଲେରିଆ ଭଳି ରୋଗ ହୋଇଥାଏ। ମଶା ଘଉଡ଼ାଇବା ପାଇଁ ଆମେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଧୂପ ଓ ଲିକୁଇଡ୍‌ର ବ୍ୟବହାର କରୁ। କିନ୍ତୁ ଏଗୁଡ଼ିକ ଶରୀର ପାଇଁ ଭଲ ନୁହେଁ। ଏହି ସମସ୍ୟାର ସମାଧାନ ପାଇଁ ଇଲୋକ୍ଟ୍ରୋନିକ ସାମଗ୍ରୀ ନିର୍ମାତା କମ୍ପାନୀ LG ଏଭଳି ଏକ ସ୍ମାର୍ଟ ଫୋନ ତିଆରି କରିଛନ୍ତି ଯାହା ବିନା କୌଣସି କେମିକାଲ୍‌ରେ ମଶା ଘଉଡ଼ାଇବାରେ ସାହାଯ୍ୟ […]

k71

k71

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 09:13 PM IST

Sports

Latest News

ମଶା ହେଉଛି ବିଭିନ୍ନ ରୋଗର କାରଣ। ମଶା ପାଇଁ ଡେଙ୍ଗୁ, ଚିକେନ୍‌ଗୁନିଆ ଓ ମ୍ୟାଲେରିଆ ଭଳି ରୋଗ ହୋଇଥାଏ। ମଶା ଘଉଡ଼ାଇବା ପାଇଁ ଆମେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଧୂପ ଓ ଲିକୁଇଡ୍‌ର ବ୍ୟବହାର କରୁ। କିନ୍ତୁ ଏଗୁଡ଼ିକ ଶରୀର ପାଇଁ ଭଲ ନୁହେଁ। ଏହି ସମସ୍ୟାର ସମାଧାନ ପାଇଁ ଇଲୋକ୍ଟ୍ରୋନିକ ସାମଗ୍ରୀ ନିର୍ମାତା କମ୍ପାନୀ LG ଏଭଳି ଏକ ସ୍ମାର୍ଟ ଫୋନ ତିଆରି କରିଛନ୍ତି ଯାହା ବିନା କୌଣସି କେମିକାଲ୍‌ରେ ମଶା ଘଉଡ଼ାଇବାରେ ସାହାଯ୍ୟ କରିବ। LG କମ୍ପାନୀର ଏହି  K7i। ଫୋନ୍‌ଟି ଆପଣଙ୍କ ଠାରୁ ମଶାକୁ ଦୂରେଇ ରଖିବ।

କିପରି ଘଉଡ଼ାଇବ ମଶା: ଏହି ଫୋନ୍‌ରେ ଅଲ୍‌ଟ୍ରାସୋନିକ୍ ଫ୍ରିକ୍ୱେନ୍‌ସି ବା ୩୦ କିଲୋ ହର୍ଟଜ୍ ଯୁକ୍ତ ଫ୍ରିକ୍ୱେନ୍‌ସି ଜେନେରେଟ୍‌ର ଖଞ୍ଜା ଯାଇଛି। ମଣିଷର ଶ୍ରବଣ ଶକ୍ତିଠାରୁ ଏହାର ଫ୍ରିକ୍ୱେନ୍‌ସି ଅପେକ୍ଷାକୃତ କମ୍‌ ଥିଲେ ମଧ୍ୟ ମଶାଙ୍କ ଜୀବନ ନେଇପାରିବ। ଏହି ଫୋନ୍‌ରୁ ବାହାରୁଥିବା ଅଲ୍ଟ୍ରାସୋନିକ୍ ତରଙ୍ଗ ମଶାଙ୍କୁ ଲୋକଙ୍କ ପାଖକୁ ଆସିବାକୁ ଦେବନାହିଁ। କ୍ଲୋନିକାଲ୍‌ ଫ୍ରିକ୍ୱେନ୍‌ସି ଟେଷ୍ଟରେ ଏହା ଜଣାପଡ଼ିଛି ବୋଲି କମ୍ପାନୀ କହିଛି। ଫୋନ୍‌ରେ ପଛ ପଟେ ଏକ ସ୍ପୋଶାଲ କଭର ଲଗାଯାଇଛି, ଯେଉଁଥିରେ ମଶା ଘଉଡ଼ାଇବା ଫିଚର ଦିଆଯାଇଛି। ଆବଶ୍ୟକ ନଥିଲେ ଏଥିରେ ସାଧାରଣ ବ୍ୟାକ୍‌ କଭର ଲଗାଇ ରଖିପାରିବେ।

ଫୋନ୍‌ର ଥିବା ଅନ୍ୟାନ୍ୟ ସୁବିଧା: ଅନ୍ୟ କମ୍ପାନୀ ଗୁଡ଼ିକର ଫୋନ୍‌ ଭଳି ଏଥିରେ ଅନ୍ୟାନ୍ୟ ସମସ୍ତ ସୁବିଧା ରହିଛି। ଏଥିରେ ୫ ଇଞ୍ଚ ବିଶିଷ୍ଟ ଡିସ୍‌ପ୍ଲେ , 4G Volte ଟେକ୍ନୋଲୋଜି, ୮ ମେଗାପିକ୍ସାଲ୍ ରିୟର କ୍ୟାମେରା ସହିତ ୫ ମେଗାପିକ୍ସଲ୍‌ର ଫ୍ରଣ୍ଟ କ୍ୟାମେରା ରହିଛି। ଏଥିସହିତ ଏହି ଫୋନ୍‌ରେ ୨୬ ଜିବିର ଇଣ୍ଟର୍ନାଲ୍‌ ମୋମୋରି ଥିବା ବେଳେ 2500mAh ବ୍ୟାଟେରୀ ରହିଛି। ଫୋନ୍‌ଟିର ମୂଲ୍ୟ ୭୯୯୦ ଟଙ୍କା ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story