ନୂଆ ସମିତି ସଭ୍ୟଙ୍କୁ ଏସିଡ୍‌ ମାଡ଼

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟଙ୍କୁ ଗତକାଲି ରାତିରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ହାଡିବାନ୍ଧୁ ନାଏକ। ରାଜନୈତିକ ଶତ୍ରୁତା ନେଇ ଏହି ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ହାଡିବନ୍ଧୁ ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍‌ ଫୋପାଡି ପଳାଇଥିଲେ। ତେବେ ହାଡିବନ୍ଧୁ ଘୋଡାଇ ହୋଇ ଶୋଇଥିବା ଯୋଗୁ ସେ ଅଳ୍ପକେ ବର୍ତ୍ତି […]

baripada

baripada

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 10:44 AM IST

Sports

Latest News

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟଙ୍କୁ ଗତକାଲି ରାତିରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ହାଡିବାନ୍ଧୁ ନାଏକ। ରାଜନୈତିକ ଶତ୍ରୁତା ନେଇ ଏହି ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।

ହାଡିବନ୍ଧୁ ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍‌ ଫୋପାଡି ପଳାଇଥିଲେ। ତେବେ ହାଡିବନ୍ଧୁ ଘୋଡାଇ ହୋଇ ଶୋଇଥିବା ଯୋଗୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କର ମୁହଁରେ କିଛି ଅଂଶରେ ସାମାନ୍ୟ ଏସିଡ୍ ପଡ଼ିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos