ବଜେଟ୍ ପ୍ରସ୍ତୁତ ପୂର୍ବରୁ ଲୋକଙ୍କ ମତ ନିଆଯିବ: ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର: ଏଥର ବଜେଟ୍ ପ୍ରସ୍ତୁତି ପୂର୍ବରୁ ରାଜ୍ୟବାସୀଙ୍କ ମତାମତ ନିଆଯିବ। ଶୁକ୍ରବାର ରାଜ୍ୟ ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ ଏ କଥା କହିଛନ୍ତି। ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ସେ ଏହି ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟ ବଜେଟ୍ ପୂର୍ବରୁ ରାଜ୍ୟବାସୀଙ୍କ ମତାମତ ନିଆଯିବ। ୱେବସାଇଟ୍ ଓ ମୋବାଇଲରେ ମେସେଜ୍ ଯୋଗେ ରାଜ୍ୟର ସାଧାରଣ ଲୋକେ ବଜେଟ୍ ନେଇ ସେମାନଙ୍କ ମତାମତ ରଖିପାରିବେ। ଫଳରେ ବଜେଟରେ ସାଧାରଣ ଲୋକ ଅଂଶଗ୍ରହଣ କରି ପାରିବେ। […]

pradip-amat

pradip-amat

Rakesh Mallick
  • Published: Friday, 01 January 2016
  • Updated: 01 January 2016, 04:08 PM IST

Sports

Latest News

ଭୁବନେଶ୍ୱର: ଏଥର ବଜେଟ୍ ପ୍ରସ୍ତୁତି ପୂର୍ବରୁ ରାଜ୍ୟବାସୀଙ୍କ ମତାମତ ନିଆଯିବ। ଶୁକ୍ରବାର ରାଜ୍ୟ ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ ଏ କଥା କହିଛନ୍ତି। ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ସେ ଏହି ସୂଚନା ଦେଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟ ବଜେଟ୍ ପୂର୍ବରୁ ରାଜ୍ୟବାସୀଙ୍କ ମତାମତ ନିଆଯିବ। ୱେବସାଇଟ୍ ଓ ମୋବାଇଲରେ ମେସେଜ୍ ଯୋଗେ ରାଜ୍ୟର ସାଧାରଣ ଲୋକେ ବଜେଟ୍ ନେଇ ସେମାନଙ୍କ ମତାମତ ରଖିପାରିବେ। ଫଳରେ ବଜେଟରେ ସାଧାରଣ ଲୋକ ଅଂଶଗ୍ରହଣ କରି ପାରିବେ।

ବଜେଟ୍ ପାଇଁ ଲୋକଙ୍କ ମତାମତ ନେବାକୁ budget.odisha.gov.in ନାଁରେ ଏକ ନୂତନ ୱେବସାଇଟ୍ ଆରମ୍ଭ କରିଛି ଅର୍ଥବିଭାଗ। ଏହା ସହିତ ଏକ ସ୍ୱତନ୍ତ୍ର ଇ-ମେଲ୍ ଠିକଣା Odisha.budget@gov.in ଏବଂ ଏସଏମଏସ୍ ନିମନ୍ତେ ଏକ ମୋବାଇଲ୍ ନମ୍ବର (+୯୧) ୯୪୩୮୧୬୧୧୧୧ ଉପଲବ୍ଧ କରାଯାଇଛି। ସାଧାରଣ ଜନତା ଏହି ତିନୋଟି ମାଧ୍ୟମକୁ ବ୍ୟବହାର କରି ବଜେଟ୍ ସଂପର୍କରେ ସେମାନଙ୍କ ମତାମତ ପ୍ରଦାନ କରିପାରିବେ।

ନୂଆ ବର୍ଷରେ ଅର୍ଥ ବିଭାଗ କରିଥିବା ଯୋଜନା ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଅର୍ଥ ବିଭାଗ ଚଳିତ ବର୍ଷ ରାଜସ୍ୱ ସଂଗ୍ରହ ପରିସରକୁ ସଂପ୍ରସାରଣ ଓ ରାଜସ୍ୱ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ସରକାରୀ ଖର୍ଚ୍ଚକୁ ଅଧିକ ଫଳପ୍ରଦ କରିବାକୁ କାର୍ଯ୍ୟକ୍ରମ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଆରମ୍ଭ ହୋଇଥିବା ସମସ୍ତ ଭିତ୍ତିଭୂମି କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ପ୍ରୟାସ ଜାରି ରଖାଯିବ। ବଜେଟ୍ ଓ ବଜେଟ୍ ବାହାରେ ଉପଲବ୍ଧ ସମ୍ବଳର ସମନ୍ୱିତ ଉପଯୋଗ କରିବାର ମଧ୍ୟ ଯୋଜନା ରଖିଛି ଅର୍ଥ ବିଭାଗ। ସେହିପରି କେନ୍ଦ୍ରୀୟ ସହାୟତା ରାଶିର ବିନିଯୋଗ କାର୍ଯ୍ୟକୁ ମଧ୍ୟ ତଦାରଖ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story