ନୂଆବର୍ଷରୁ ଅପରେସନ୍ ‘ସ୍ମାଇଲ-ଟୁ’

କଟକ: ନିଖୋଜ ଶିଶୁଙ୍କୁ ଠାବ ଓ ସେମାନଙ୍କୁ ଉଦ୍ଧାର ପାଇଁ ନୂଆ ବର୍ଷରୁ ଆରମ୍ଭ ହେବ ଅପରେସନ୍ ‘ସ୍ମାଇଲ-ଟୁ’। ଏ ନେଇ ଆଜି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଡିଜିପି ବି .କେ ସିଂଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ପୋଲିସ୍ ଅଧିକାରୀ ଯୋଗ ଦେଇଥିଲେ। ଅପରେସନ୍ ସ୍ମାଇଲ୍-ୱାନର ସଫଳତା ପରେ ରାଜ୍ୟରେ ସ୍ମାଇଲ୍-ଟୁକୁ ସଫଳ କରିବା ପାଇଁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପ୍ରସ୍ତୁତ ହୋଇଛି ଯୋଜନା। ଏଥିପାଇଁ ଗଠିତ ୧୦ଟି ସ୍ୱତନ୍ତ୍ର ଟିମରେ […]

ctc

ctc

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 05:10 PM IST

କଟକ: ନିଖୋଜ ଶିଶୁଙ୍କୁ ଠାବ ଓ ସେମାନଙ୍କୁ ଉଦ୍ଧାର ପାଇଁ ନୂଆ ବର୍ଷରୁ ଆରମ୍ଭ ହେବ ଅପରେସନ୍ ‘ସ୍ମାଇଲ-ଟୁ’। ଏ ନେଇ ଆଜି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଡିଜିପି ବି .କେ ସିଂଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ପୋଲିସ୍ ଅଧିକାରୀ ଯୋଗ ଦେଇଥିଲେ।

ଅପରେସନ୍ ସ୍ମାଇଲ୍-ୱାନର ସଫଳତା ପରେ ରାଜ୍ୟରେ ସ୍ମାଇଲ୍-ଟୁକୁ ସଫଳ କରିବା ପାଇଁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପ୍ରସ୍ତୁତ ହୋଇଛି ଯୋଜନା। ଏଥିପାଇଁ ଗଠିତ ୧୦ଟି ସ୍ୱତନ୍ତ୍ର ଟିମରେ ୨ଜଣ ଲେଖାଏଁ ମହିଳା ପୋଲିସଙ୍କ ସହ ୪ ଜଣ ପୋଲିସ ଅଧିକାରୀ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ଲେଖାଏଁ ଅଧିକାରୀ ରହିବେ। ଏହି ଟିମ୍ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଇ ଓଡ଼ିଆ ଶିଶୁଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଉଦ୍ଧାର କରିବେ ବୋଲି ପୋଲିସ ମହାନିର୍ଦ୍ଦେଶକ କେ.ବି. ସିଂ ଏବଂ କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା କହିଛନ୍ତି।

ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ଅପରେସନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଜାନୁୟାରୀ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଭିତରେ ଓ ୧୬ରୁ ୩୧ ପର୍ଯ୍ୟନ୍ତ ରାଜ୍ୟ ବାହାରେ ନିଖୋଜ ଶିଶୁଙ୍କୁ ଖୋଜାଯିବ। ରେଳେଷ୍ଟସନ, ବସ୍ ଷ୍ଟାଣ୍ଡ, ମନ୍ଦିର, ଚିଲଡ୍ରେନ୍ସ ହୋମ୍, ହୋଟେଲ, ଇଟାଭାଟି ଭଳି ସମ୍ଭାବ୍ୟ ସ୍ଥାନକୁ ଯାଇ ଟିମ୍ ତଥ୍ୟ ସଂଗ୍ରହ କରିବ। ଅପରେସନ ସ୍ମାଇଲ-ୱାନ୍ ଓ ମୁସ୍କାନ ଜରିଆରେ ଦେଶର ୩୦ ହଜାର ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେ ଭିତରେ ଓଡ଼ିଶାର ଥିଲେ ପ୍ରାୟ ୯ ଶହ ଶିଶୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story