ମାଓଦମନ ପାଇଁ ଆଜି ଦିଲ୍ଲୀରେ ବ୍ଲୁ-ପ୍ରିଣ୍ଟ, ରାଜ୍ୟକୁ ଅଧିକ ଫୋର୍ସ ଦାବି କରିବେ ନବୀନ

ନୂଆଦିଲ୍ଲୀ: ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରିବା ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡାକିଥିବା ଏହି ବୈଠକରେ ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଅତି ମାଓପ୍ରବଣ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ, ଅପରେସନ୍ ବେଳେ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ନେଇ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଇଛନ୍ତି। ମାଓବାଦୀଙ୍କୁ ଦମନ ଲାଗି କେନ୍ଦ୍ର ସରକାର […]

maoist

maoist

Rakesh Mallick
  • Published: Monday, 08 May 2017
  • Updated: 08 May 2017, 08:54 AM IST

Sports

Latest News

ନୂଆଦିଲ୍ଲୀ: ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରିବା ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡାକିଥିବା ଏହି ବୈଠକରେ ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଅତି ମାଓପ୍ରବଣ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ, ଅପରେସନ୍ ବେଳେ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ନେଇ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଇଛନ୍ତି।

ମାଓବାଦୀଙ୍କୁ ଦମନ ଲାଗି କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଥିବା ବେଳେ ଆଜି ବସୁଥିବା ବୈଠକରେ ବିଭିନ୍ନ ରଣନୀତି ପ୍ରସ୍ତୁତ ହୋଇପାରେ। ଯେଁଉ ସବୁ ରାଜ୍ୟରେ ମାଓ କାର୍ଯ୍ୟକଳାପ ବଢିଛି ସେଠାରେ ଅଧିକ ଫୋର୍ସ ମୁତୟନ, ମାଓ ବିରୋଧୀ ଅପରେସନ୍‌ ବେଳେ ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ଗୁଇନ୍ଦା ସୂଚନା ଆଦାନପ୍ରଦାନ ନେଇ ବୈଠକରେ ଅଲୋଚନା କରାଯିବ। ମାଓ ଦମନ ପାଇଁ  ଅଧିକ ୨ ବାଟାଲିୟନ ପାରା ମିଲିଟାରୀ ଫୋର୍ସ ଓଡ଼ିଶା ମାଗିବ।

ମାଓ ଇଲାକାରେ ଅଧିକ କ୍ଷମତା ସଂପନ୍ନ ମୋବାଇଲ୍ ଟାଓ୍ୱାର ନିର୍ମାଣ, ଦୁର୍ଗମ ଅଂଚଳକୁ ରାସ୍ତା ନିର୍ମାଣ, ଅଧପନ୍ତରିଆ ପ୍ରକଳ୍ପର କାର୍ଯ୍ୟ ତ୍ୱରାନିତ୍ୱ ଏବଂ ନିରାପତ୍ତା ସମ୍ବନ୍ଧିତ ଖର୍ଚ୍ଚ ବାବଦକୁ ବକେୟା କେନ୍ଦ୍ରୀୟ ଅନୁଦାନ ଦେବାକୁ ଓଡ଼ିଶା ଦାବି କରିବ ବୋଲି ଜଣାପଡ଼ିଛି।

ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବରକାଣ୍ଡ ପରେ ଏହି ଜରୁରୀ ବୈଠକ ଡାକିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଦେଶର ଯେଉଁ ରାଜ୍ୟରେ ମାଓ ହିଂସା କମିଛି ସେଠାରୁ ହିଂସାଗ୍ରସ୍ତ ଅ଼ଞ୍ଚଳକୁ ଫୋର୍ସ ସ୍ଥାନାନ୍ତର ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ। ବୈଠକରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ, ଝାରଖଣ୍ଡ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story