ତଳ ଓ ଉପର ପଡ଼ିଆରେ ବାଲିଯାତ୍ରା କରିବାକୁ ମିଳିଲା ଅନୁମତି, କିନ୍ତୁ ସର୍ତ୍ତ

କଟକ(ଓଡ଼ିଶା ରିପୋର୍ଟର): ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ହେବ କଟକର ଐତିହାସିକ ବାଲିଯାତ୍ରା। ଏନେଇ ସବୁଜ ସଙ୍କେତ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)। ଚୂଡାନ୍ତ ରାୟରେ ଉଭୟ ତଳ ଓ ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ତେବେ ପଡିଆକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ନଦୀର ମୁଖ୍ୟସ୍ରୋତଠାରୁ ୫୦ମିଟରେ ଦୂରରେ ହେବ ବାଲିଯାତ୍ରା। ଏହାସହ ପ୍ରତିଦିନ ପଡିଆରୁ ଆବର୍ଜନା ସଫା କରିବା ଓ ମେଳା ଶେଷ ହେବା ପରେ ମହାନଦୀ […]

balijatra

balijatra

Rakesh Mallick
  • Published: Monday, 16 October 2017
  • Updated: 16 October 2017, 09:16 PM IST

କଟକ(ଓଡ଼ିଶା ରିପୋର୍ଟର): ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ହେବ କଟକର ଐତିହାସିକ ବାଲିଯାତ୍ରା। ଏନେଇ ସବୁଜ ସଙ୍କେତ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)। ଚୂଡାନ୍ତ ରାୟରେ ଉଭୟ ତଳ ଓ ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ତେବେ ପଡିଆକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ନଦୀର ମୁଖ୍ୟସ୍ରୋତଠାରୁ ୫୦ମିଟରେ ଦୂରରେ ହେବ ବାଲିଯାତ୍ରା। ଏହାସହ ପ୍ରତିଦିନ ପଡିଆରୁ ଆବର୍ଜନା ସଫା କରିବା ଓ ମେଳା ଶେଷ ହେବା ପରେ ମହାନଦୀ ପଠାର ପୂର୍ବାବସ୍ଥା ବଜାୟ ରଖିବା ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ବାଲି ଯାତ୍ରା ପାଇଁ ପ୍ରଶାସନ ତତ୍ପର

ଏନଜିଟିଙ୍କ ନିର୍ଦ୍ଦେଶ ପରେ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଚଳିତବର୍ଷ ୪୩ ଏକର ଜାଗାରେ ୧୪୦୦ରୁ ଅଧିକ ଷ୍ଟଲ ଖୋଲିବ। ପ୍ରଥମଥର ପାଇଁ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ କରାଯିବ। ଏଥିସହ ନର୍ସିଂ ମଦର ଓ ଛୋଟ ଛୁଆଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟଲ ବ୍ୟବସ୍ଥା କରାଯିବ। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ମୁତୟନ ହେବେ ୩୫ ପ୍ଲାଟୁନ୍‌ ଫୋର୍ସ

ବାଲିଯାତ୍ରା ପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ଓ ଭିଡକୁ ନିୟନ୍ତ୍ରଣ ପାଇଁ ୩୫ ପ୍ଲାଟୁନ ଫୋର୍ସ ମୁତୟନ ହେବ। ଅପରାଧିକ କାର୍ଯ୍ୟକଳାପ ଉପରେ ନଜର  ରଖିବା ପାଇଁ ୩ ଟି ଓ୍ୱାଚ୍‌ ଟାଓ୍ୱାର ସହ କୁଇକ ଆକ୍ସନ ଟିମ୍ ଓ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ ମୁତୟନ ହେବେ। ଏହାସହ ବାଲିଯାତ୍ରା ସମୟରେ ବେଆଇନ ପାର୍କିଂ ଷ୍ଟାଣ୍ଡ ଉପରେ କଡା ନଜର ରଖାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story