ପୁରୀ ଟ୍ରେନ୍ ପୋଡି ଘଟଣା: ଆଜି ବି ଜାରି ରହିବ ସିମୁଲେସନ୍ ଏକ୍ସରସାଇଜ୍

ପୁରୀ: ପୁରୀ ଟ୍ରେନ ପୋଡ଼ି ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ସିମୁଲେସନ୍ ଏକ୍ସରସାଇଜ୍ ଚଳାଇଛି ଏନ୍ଆଇଏ ଟିମ୍। ଆଜି ବି ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନର ସିମୁଲେସନ ଏକ୍ସସରସାଇଜ୍ ଜାରି ରହିବ। ରବିବାର ଏନଆଇଏର ଜଣେ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନକୁ ସାଙ୍ଗରେ ଧରି ଘଟଣାସ୍ଥଳକୁ ଯାଇ ସିମୁଲେସନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଟ୍ରେନରେ କିଭଳି ନିଆଁ ଲାଗିଲା, ଏହା ପଛରେ ସୁବାସ ରାମଚନ୍ଦ୍ରନ ନା ଆଉ କାହାର ହାତ ଅଛି। ଗୋଟିଏ […]

subas

subas

Rakesh Mallick
  • Published: Monday, 11 January 2016
  • Updated: 11 January 2016, 02:17 AM IST

Sports

Latest News

ପୁରୀ: ପୁରୀ ଟ୍ରେନ ପୋଡ଼ି ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ସିମୁଲେସନ୍ ଏକ୍ସରସାଇଜ୍ ଚଳାଇଛି ଏନ୍ଆଇଏ ଟିମ୍। ଆଜି ବି ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନର ସିମୁଲେସନ ଏକ୍ସସରସାଇଜ୍ ଜାରି ରହିବ। ରବିବାର ଏନଆଇଏର ଜଣେ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନକୁ ସାଙ୍ଗରେ ଧରି ଘଟଣାସ୍ଥଳକୁ ଯାଇ ସିମୁଲେସନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଟ୍ରେନରେ କିଭଳି ନିଆଁ ଲାଗିଲା, ଏହା ପଛରେ ସୁବାସ ରାମଚନ୍ଦ୍ରନ ନା ଆଉ କାହାର ହାତ ଅଛି। ଗୋଟିଏ ପରେ ଗୋଟିଏ ଟ୍ରେନରେ କିଭଳି ନିଆଁ ଲାଗିଲା ସେ ସମ୍ପର୍କରେ ସିମୁଲେସନ ପ୍ରକ୍ରିୟା ବେଳେ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ ଏନଆଇଏକୁ ତଥ୍ୟ ପ୍ରଦାନ କରିଛି। ଏହି ଟିମ୍ ସହ ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଦଳ ମଧ୍ୟ ସହଯୋଗ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story