କେତେବାଟ ଲମ୍ୱିଛି ଅଖତର ହାତ: ୪ରେ ଖୋଲିପାରେ ଏନ୍‌ଆଇଏ

ସାଲେପୁର (ଓଡ଼ିଶା ରିପୋର୍ଟର): ଆତଙ୍କବାଦ ଲିଙ୍କ ଅଭିଯୋଗରେ ଗତକାଲି ଜେରାରେ ସମ୍ମୁଖୀନ ହୋଇଥିବା କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଅଖତର ହୁସେନ୍ ଖାନ୍‌ଙ୍କ ପାଇଁ ଅଡ଼ୁଆ ବଢ଼ିଲା। ନୂଆଦିଲ୍ଲୀ ଜାତୀୟ ସୁରକ୍ଷା ସଂସ୍ଥା(ଏନ୍‌ଆଇଏ) ମୁଖ୍ୟାଳୟରେ ହାଜର ହେବା ପାଇଁ ଆଜି ତାଙ୍କୁ ନୋଟିସ୍‌ ହୋଇଛି। ଡିସେମ୍ବର ୪ ତାରିଖରେ ଦିନ ୧୧ଟା ଭିତରେ ଏନ୍‌ଆଇଏର ଏସ୍‌ପି ଅଜିତ ସିଂହଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ସକାଳେ ଏନ୍‌ଆଇଏର ୬ ଜଣିଆ ଟିମ୍‌ ସାଲେପୁର କିଶନନଗର […]

Akhtar

Akhtar

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 12:59 PM IST

Sports

Latest News

ସାଲେପୁର (ଓଡ଼ିଶା ରିପୋର୍ଟର): ଆତଙ୍କବାଦ ଲିଙ୍କ ଅଭିଯୋଗରେ ଗତକାଲି ଜେରାରେ ସମ୍ମୁଖୀନ ହୋଇଥିବା କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଅଖତର ହୁସେନ୍ ଖାନ୍‌ଙ୍କ ପାଇଁ ଅଡ଼ୁଆ ବଢ଼ିଲା। ନୂଆଦିଲ୍ଲୀ ଜାତୀୟ ସୁରକ୍ଷା ସଂସ୍ଥା(ଏନ୍‌ଆଇଏ) ମୁଖ୍ୟାଳୟରେ ହାଜର ହେବା ପାଇଁ ଆଜି ତାଙ୍କୁ ନୋଟିସ୍‌ ହୋଇଛି। ଡିସେମ୍ବର ୪ ତାରିଖରେ ଦିନ ୧୧ଟା ଭିତରେ ଏନ୍‌ଆଇଏର ଏସ୍‌ପି ଅଜିତ ସିଂହଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲି ସକାଳେ ଏନ୍‌ଆଇଏର ୬ ଜଣିଆ ଟିମ୍‌ ସାଲେପୁର କିଶନନଗର ନିକଟ ସାମନ୍ତରାପୁର ଗାଁରେ ଚଢ଼ାଉ କରି ଅଖତର ହୁସେନଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଥିଲା। ପରେ ଉଠାଇ ନେଇ କଟକରେ ମଧ୍ୟ ପଚରାଉଚୁରା କରିଥିଲା ଏନ୍‌ଆଇଏ। ଜେରା ବେଳେ କିନଶନଗର ଥାନା ପୋଲିସ ଉପସ୍ଥିତ ଥିବା ଜଣାପଡ଼ିଛି।

କଟକ ଜିଲ୍ଲା ନେମାଳ ଅଞ୍ଚଳର ଅଖତର ୧୫ ବର୍ଷ ଧରି ଦୁବାଇ ଓ ସାଉଦି ଆରବରେ କାମ କରିବା ପରେ ଓଡ଼ିଶା ଫେରିଥିଲା। ସେ ନିଜ ଗାଁକୁ ନଯାଇ ୪ ବର୍ଷ ହେବ ସାମନ୍ତରାପୁରରେ ଭଡା ଘର ନେଇ ରହିଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story