୪ ଘଣ୍ଟା ଜେରା ପରେ ନେଇଗଲା ଏନ୍‌ଆଇଏ

ସାଲେପୁର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର। ଆତଙ୍କବାଦୀ ଲିଙ୍କରେ ଏନ୍‌ଆଇଏର ୬ ଜଣିଆ ଟିମ୍‌ କଟକ ଜିଲ୍ଲା କିଶନନଗର ସାମନ୍ତରାପୁର ବସ୍ତିର ଏକ ଭଡ଼ା ଘରେ ଚଢ଼ାଉ କରି ଅଖତର ହୁସେନାଙ୍କୁ ପଚରାଉଚରା କରିଛି। ଦୀର୍ଘ ୪ ଘଣ୍ଟା ଧରି ଜେରା ଏନ୍‌ଆଇଏ ଅଫସରଙ୍କୁ ନେଇଯାଇଛି। ଚଢ଼ାଉ ସମ୍ପର୍କରେ ଏନ୍‌ଆଇଏ କିଛି ସ୍ପଷ୍ଟ କରିନଥିବା ବେଳେ ଆତଙ୍କବାଦ ଲିଙ୍କରେ ଜେରା କରାଯାଉଥିବା ଜଣାପଡ଼ିଛି। ଅଖତର ହୁସେନା ଗତ ୪ ବର୍ଷ ଧରି ସାମନ୍ତରାପୁର […]

Kisannagar

Kisannagar

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 03:39 PM IST

Sports

Latest News

ସାଲେପୁର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର। ଆତଙ୍କବାଦୀ ଲିଙ୍କରେ ଏନ୍‌ଆଇଏର ୬ ଜଣିଆ ଟିମ୍‌ କଟକ ଜିଲ୍ଲା କିଶନନଗର ସାମନ୍ତରାପୁର ବସ୍ତିର ଏକ ଭଡ଼ା ଘରେ ଚଢ଼ାଉ କରି ଅଖତର ହୁସେନାଙ୍କୁ ପଚରାଉଚରା କରିଛି। ଦୀର୍ଘ ୪ ଘଣ୍ଟା ଧରି ଜେରା ଏନ୍‌ଆଇଏ ଅଫସରଙ୍କୁ ନେଇଯାଇଛି। ଚଢ଼ାଉ ସମ୍ପର୍କରେ ଏନ୍‌ଆଇଏ କିଛି ସ୍ପଷ୍ଟ କରିନଥିବା ବେଳେ ଆତଙ୍କବାଦ ଲିଙ୍କରେ ଜେରା କରାଯାଉଥିବା ଜଣାପଡ଼ିଛି।

ଅଖତର ହୁସେନା ଗତ ୪ ବର୍ଷ ଧରି ସାମନ୍ତରାପୁର ବସ୍ତିରେ ଭଡ଼ାରେ ରହି ଆସୁଥିଲେ। ତାଙ୍କର କୋଲକାତାରେ ବ୍ୟବସାୟ ଥିବା ବେଳେ ମଝିରେ ମଝିରେ ସାଉଦି ଆରବ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ କିଶନନଗର ପୋଲିସ ଉପସ୍ଥିତ ରହିଛି। ତେବେ NIAର ତନାଘନା ସମ୍ପର୍କରେ ବିସ୍ତୃତ ସୂଚନା ମିଳି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story