ନିଆଳିରେ ଅଜଣା ଜନ୍ତୁକୁ ଜଗିବ ସିସିଟିଭି, କାବୁ କରିବାକୁ ବସିବ ଯନ୍ତା

କଟକ: କଟକ ଜିଲ୍ଲା ନିଆଳିରେ ମାତିଥିବା ଅଜଣା ଜନ୍ତୁ ସମ୍ପର୍କରେ ଜାଣିବା ପାଇଁ ପ୍ରଭାବିତ ଗାଁରେ ସିସିଟିଭି ଖଞ୍ଜାଯିବ। ଏହି କାର୍ଯ୍ୟ ଦୁଇ ଦିନ ମଧ୍ୟରେ ସରିବ। ଏହାଛଡ଼ା ଜୋରରେ ଶବ୍ଦ କରୁଥିବା ବାଣ ଫୁଟାଯିବା ସହ ଆତଙ୍କ ଖେଳାଇଥିବା ଅଜଣା ଜନ୍ତୁକୁ ଧରିବା ପାଇଁ ଯନ୍ତା ବସାଯିବାର ବ୍ୟବସ୍ଥା କରାଯିବ। ଘଟଣା ଉପରେ ତୀକ୍ଷିଣ ନଜର ରଖିବା ପାଇଁ ୩ଟି ଟିମ୍‌ ଉକ୍ତ ଗାଁରେ ମୁତୟନ କରାଯାଇଛି। ଏଥିରେ ୫୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। […]

vlcsnap-2017-06-27-09h13m08s567-720x430

vlcsnap-2017-06-27-09h13m08s567-720x430

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 07:16 PM IST

Sports

Latest News

କଟକ: କଟକ ଜିଲ୍ଲା ନିଆଳିରେ ମାତିଥିବା ଅଜଣା ଜନ୍ତୁ ସମ୍ପର୍କରେ ଜାଣିବା ପାଇଁ ପ୍ରଭାବିତ ଗାଁରେ ସିସିଟିଭି ଖଞ୍ଜାଯିବ। ଏହି କାର୍ଯ୍ୟ ଦୁଇ ଦିନ ମଧ୍ୟରେ ସରିବ। ଏହାଛଡ଼ା ଜୋରରେ ଶବ୍ଦ କରୁଥିବା ବାଣ ଫୁଟାଯିବା ସହ ଆତଙ୍କ ଖେଳାଇଥିବା ଅଜଣା ଜନ୍ତୁକୁ ଧରିବା ପାଇଁ ଯନ୍ତା ବସାଯିବାର ବ୍ୟବସ୍ଥା କରାଯିବ। ଘଟଣା ଉପରେ ତୀକ୍ଷିଣ ନଜର ରଖିବା ପାଇଁ ୩ଟି ଟିମ୍‌ ଉକ୍ତ ଗାଁରେ ମୁତୟନ କରାଯାଇଛି। ଏଥିରେ ୫୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ (ପିସିସିଏଫ୍‌) ଏସ୍‌ଏସ୍‌ ଶ୍ରୀବାସ୍ତବ।

ଏବେବି ଲୋକଙ୍କ ମଧ୍ୟରେ ଭୟର ବାତା ବରଣ ଜାରି ରହିଥିବାରୁ ନିଜର ଗୃହପାଳିତ ପଶୁଙ୍କର ସୁରକ୍ଷା ପାଇଁ ରାତି ତମାମ ଠେଙ୍ଗା ବାଡି ଧରି ଜଗି ରହିଛନ୍ତି।  ଗତ କିଛି ଦିନ ହେଲା ଅଜଣା ଜନ୍ତୁର ଆକ୍ରମଣରେ ଅନେକ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଅନେକ ମେଣ୍ଢା ଗୁରୁତର ଆହତ ହୋଇଛନ୍ତି। ଅଜଣା ଜନ୍ତୁଟି ଗୁହାଳରେ ପ୍ରବେଶ କରି ମେଣ୍ଢାର କଲିଜା ଖାଇଯାଉଛି। ଏପରିକି କେତେକ ଲୋକଙ୍କୁ ଆକ୍ରମଣ କରୁଛି। ମାତ୍ର ଅନ୍ଧାରରେ ଲୋକେ ସମ୍ପୃକ୍ତ ଜନ୍ତୁଟିକୁ ଦେଖିପାରୁ ନାହାନ୍ତି। କେବଳ ଅନୁଭବ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story