ନିଆଳି: ପୁଣି ୫ଟି ମେଣ୍ଢା ଶିକାର କଲା ଅଜଣା ଜନ୍ତୁ

କଟକ: ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ ଥମିବାର ନାଁ ନେଉନାହିଁ। ଗତକାଲି ରାତିରେ ଅଜଣା ଜନ୍ତୁ ୫ଟି ମେଣ୍ଢାଙ୍କୁ ନିଜର ଶିକାର ବନାଇଛି। ଏଥିରେ ଗୋଟେ ମେଣ୍ଡା ଘାଇଲା ହୋଇଛି। ଏହି ଘଟଣା ଘଟିଛି ପୋଖରୀଗାଁ ପଞ୍ଚାୟତ କାନପୁର ଗାଁରେ। ରାତିରେ ଅଜଣା ଜନ୍ତୁ ଜଣଙ୍କ ଗୁହାଳରେ ପଶି ମେଣ୍ଢାଙ୍କୁ ଆକ୍ରମଣ କରିଥିଲା। ପୂର୍ବରୁ ଏହି ଗାଁରେ ବହୁ ମେଣ୍ଢାକୁ ଅଜଣା ଜନ୍ତୁ ଶିକାର କରିସାରିଛି। ଜନ୍ତୁ ଧରାପଡୁ ନ ଥିବାରୁ ଅଞ୍ଚଳରେ ଆତଙ୍କର ବାତାବରଣ […]

niali

niali

Rakesh Mallick
  • Published: Sunday, 23 July 2017
  • Updated: 23 July 2017, 10:02 AM IST

Sports

Latest News

କଟକ: ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ ଥମିବାର ନାଁ ନେଉନାହିଁ। ଗତକାଲି ରାତିରେ ଅଜଣା ଜନ୍ତୁ ୫ଟି ମେଣ୍ଢାଙ୍କୁ ନିଜର ଶିକାର ବନାଇଛି। ଏଥିରେ ଗୋଟେ ମେଣ୍ଡା ଘାଇଲା ହୋଇଛି। ଏହି ଘଟଣା ଘଟିଛି ପୋଖରୀଗାଁ ପଞ୍ଚାୟତ କାନପୁର ଗାଁରେ।

ରାତିରେ ଅଜଣା ଜନ୍ତୁ ଜଣଙ୍କ ଗୁହାଳରେ ପଶି ମେଣ୍ଢାଙ୍କୁ ଆକ୍ରମଣ କରିଥିଲା। ପୂର୍ବରୁ ଏହି ଗାଁରେ ବହୁ ମେଣ୍ଢାକୁ ଅଜଣା ଜନ୍ତୁ ଶିକାର କରିସାରିଛି। ଜନ୍ତୁ ଧରାପଡୁ ନ ଥିବାରୁ ଅଞ୍ଚଳରେ ଆତଙ୍କର ବାତାବରଣ ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story