ନିଖୋଜ ଓଡ଼ିଆ ଯବାନ ପ୍ରଭାସଙ୍କ ସନ୍ଧାନ ମିଳିଲା

ଭଦ୍ରକ: ଅହମଦାବାଦରେ କାର୍ଯ୍ୟରତ ନିଖୋଜ ଓଡ଼ିଆ ଯବାନ ପ୍ରଭାସ ମହାପାତ୍ରଙ୍କ ସନ୍ଧାନ ମିଳିଛି। ଗୁଜରାଟର ସୁରତରେ ଏକ ମେଡିକାଲରେ ତାଙ୍କ ଚିକିତ୍ସା ଚାଲିଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷ ଜଣାଇଥିବା ପ୍ରଭାସଙ୍କ ପରିବାର ଲୋକେ କହିଛନ୍ତି। କିଛିଦିନ ତଳେ ପ୍ରଭାସ ପୁରୀ ଅହମଦାବାଦ ଏକ୍ସପ୍ରେସ ଯୋଗେ ଭଦ୍ରକ ସ୍ଥିତ ତାଙ୍କ ଘରକୁ ଫେରୁଥିବା ପରିବାରକୁ ଖବର ଦେଇଥିଲେ। ନିର୍ଦ୍ଧାରିତ ଦିନ ପ୍ରଭାସ ଭଦ୍ରକରେ ପହଞ୍ଚି ନ ଥିଲେ। ପୁରୀ ଷ୍ଟେସନରୁ ତାଙ୍କ ଜିନିଷପତ୍ର ଉଦ୍ଧାର କରାଯାଇଥିଲା। ଏ ନେଇ […]

bhadrak-jawan

bhadrak-jawan

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 01:36 PM IST

Sports

Latest News

ଭଦ୍ରକ: ଅହମଦାବାଦରେ କାର୍ଯ୍ୟରତ ନିଖୋଜ ଓଡ଼ିଆ ଯବାନ ପ୍ରଭାସ ମହାପାତ୍ରଙ୍କ ସନ୍ଧାନ ମିଳିଛି। ଗୁଜରାଟର ସୁରତରେ ଏକ ମେଡିକାଲରେ ତାଙ୍କ ଚିକିତ୍ସା ଚାଲିଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷ ଜଣାଇଥିବା ପ୍ରଭାସଙ୍କ ପରିବାର ଲୋକେ କହିଛନ୍ତି।

କିଛିଦିନ ତଳେ ପ୍ରଭାସ ପୁରୀ ଅହମଦାବାଦ ଏକ୍ସପ୍ରେସ ଯୋଗେ ଭଦ୍ରକ ସ୍ଥିତ ତାଙ୍କ ଘରକୁ ଫେରୁଥିବା ପରିବାରକୁ ଖବର ଦେଇଥିଲେ। ନିର୍ଦ୍ଧାରିତ ଦିନ ପ୍ରଭାସ ଭଦ୍ରକରେ ପହଞ୍ଚି ନ ଥିଲେ। ପୁରୀ ଷ୍ଟେସନରୁ ତାଙ୍କ ଜିନିଷପତ୍ର ଉଦ୍ଧାର କରାଯାଇଥିଲା। ଏ ନେଇ ରେଳବାଇ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରେ ପରିବାର ପକ୍ଷରୁ ଭଦ୍ରକରେ ତାଙ୍କ ନିଖୋଜ ନେଇ ଏତଲା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story