ନୀଳାଦ୍ରିବିଜେ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣା: ଜେଲ ଗଲେ ୬ ସେବାୟତ

ପୁରୀ: ନୀଳାଦ୍ରିବିଜେ ବେଳେ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ସମସ୍ତ ୬ ଜଣ ଯାକ ସେବାୟତଙ୍କୁ ଜେଲ୍ ପଠାଇ ଦିଆଯାଇଛି। ପୁରୀ ଏସ୍‌ଡିଜେଏମ୍ କୋର୍ଟ ସମସ୍ତଙ୍କ ଜାମିନ ଆବେଦନ ଖାରଜ କରି ଦେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ଘଟଣାରେ ଗତକାଲି ମଦନ ଖୁଣ୍ଟିଆ ନାମକ ଜଣେ ସେବାୟତଙ୍କୁ ପୋଲିସ୍ ଗିରଫ କରିଥିଲା ବେଳେ ଆଜି ଭୋରରୁ ଆଉ ୫ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ବାପି ଖୁଣ୍ଟିଆ, ଶଙ୍କର ପଲଙ୍କଧାରୀ, […]

puri

puri

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 06:14 PM IST

ପୁରୀ: ନୀଳାଦ୍ରିବିଜେ ବେଳେ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ସମସ୍ତ ୬ ଜଣ ଯାକ ସେବାୟତଙ୍କୁ ଜେଲ୍ ପଠାଇ ଦିଆଯାଇଛି। ପୁରୀ ଏସ୍‌ଡିଜେଏମ୍ କୋର୍ଟ ସମସ୍ତଙ୍କ ଜାମିନ ଆବେଦନ ଖାରଜ କରି ଦେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏ ଘଟଣାରେ ଗତକାଲି ମଦନ ଖୁଣ୍ଟିଆ ନାମକ ଜଣେ ସେବାୟତଙ୍କୁ ପୋଲିସ୍ ଗିରଫ କରିଥିଲା ବେଳେ ଆଜି ଭୋରରୁ ଆଉ ୫ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ବାପି ଖୁଣ୍ଟିଆ, ଶଙ୍କର ପଲଙ୍କଧାରୀ, ବିପିନି ପତ୍ରୀ, ବାବନ ଖୁଣ୍ଟିଆ ଓ ପୁପୁନ୍ ମହାପାତ୍ର।

ଗତ ୧୭ ତାରିଖରେ ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ ଚଢ଼ିଥିଲେ। ଏହାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ଘଟଣାର ଖବର ସଂଗ୍ରହ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେବାୟତମାନେ ଠେଲାପେଲା କରିଥିଲେ। ଏହାକୁ ନେଇ କିଛି ସମୟ ସେଠାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏହି ଘଟଣାର ପ୍ରତିବାଦରେ ଗତକାଲି ଗଣମାଧ୍ୟମ ପ୍ରତିନିଧିମାନେ ପୁରୀ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story