କୁକୁର ସହ ୧୧ ମାସ ଝିଅର ବିବାହ

ନୀଳଗିରି: ଲୋକମାନେ ଏବେବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଛନ୍ତି। ଏକ ୧୧ ମାସର ଶିଶୁକନ୍ୟା ସହ କୁକୁର ଛୁଆର ବିବାହ ସମ୍ପନ୍ନ ହୋଇଛି। ଶିଶୁର ଉପର ମାଢ଼ିରେ ଦାନ୍ତ ଉଠିବା ବା ଦେହ ଖରାପ ରହୁଥିବାରୁ ଏହି କୁ ସଂସ୍କାରକୁ ପରିବାର ଲୋକେ ଆପଣେଇଥିଲେ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ। ନୀଳଗିରିର ଗୋପାଳପୁର ଗାଁର ବିଶ୍ୱନାଥ ସିଂହଙ୍କ ସାନ ଝିଅର ବାହାଘର ଆଦିବାସୀ ପରମ୍ପରା ଅନୁସାରେ କୁକୁର ସହ ସମ୍ପନ୍ନ ହୋଇଛି। ଆଦିବାସୀମାନଙ୍କର ପରମ୍ପରା […]

gog

gog

Rakesh Mallick
  • Published: Monday, 27 February 2017
  • Updated: 27 February 2017, 03:37 PM IST

Sports

Latest News

ନୀଳଗିରି: ଲୋକମାନେ ଏବେବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଛନ୍ତି। ଏକ ୧୧ ମାସର ଶିଶୁକନ୍ୟା ସହ କୁକୁର ଛୁଆର ବିବାହ ସମ୍ପନ୍ନ ହୋଇଛି। ଶିଶୁର ଉପର ମାଢ଼ିରେ ଦାନ୍ତ ଉଠିବା ବା ଦେହ ଖରାପ ରହୁଥିବାରୁ ଏହି କୁ ସଂସ୍କାରକୁ ପରିବାର ଲୋକେ ଆପଣେଇଥିଲେ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ।

ନୀଳଗିରିର ଗୋପାଳପୁର ଗାଁର ବିଶ୍ୱନାଥ ସିଂହଙ୍କ ସାନ ଝିଅର ବାହାଘର ଆଦିବାସୀ ପରମ୍ପରା ଅନୁସାରେ କୁକୁର ସହ ସମ୍ପନ୍ନ ହୋଇଛି। ଆଦିବାସୀମାନଙ୍କର ପରମ୍ପରା ଅନୁସାରେ ପୋଖରୀକୁ ଯାଇ ଦୁଇ ଛୋଟ ଝିଅ ପୂଜା ଅର୍ଚ୍ଚନା କରି ପାଣି ଆଣିଥିଲେ। ଶିଶୁମାନେ ଆଣିଥିବା ପାଣିରେ ଡାଳ ପକାଇ ସେହି ପାଣିକୁ କଳସରେ ରଖି ଶିଶୁ କନ୍ୟାକୁ ଖଟିଆ ଉପରେ ହଳଦୀ ଲଗାଇ ଗାଧୋଇ ଦିଆଯାଇଥିଲା। ଖଟିଆ ତଳେ ଏକ କୁକୁରକୁ ରଖାଯାଇଥିଲା, ଯେମିତିକି ଏହି ଗାଧୁଆ ପାଣି କୁକୁର ଉପରେ ପଡ଼ିବ। ପରେ ଶିଶୁର ଗୋଡ଼ ମାଧ୍ୟମରେ କୁକରକୁ ସିନ୍ଦୁର ଲଗାଯାଇଥିଲା। ଶିଶୁର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପରିବାର ଲୋକେ ଏହି ଅନ୍ଧବିଶ୍ୱାସକୁ ଆପଣେଇଥିଲେ।

ଶିଶୁକନ୍ୟାର ତଳ ମାଢ଼ି ବଦଳରେ ଉପର ମାଢ଼ିରେ ଦାନ୍ତ ବାହାରିବାରୁ ଏହି ବିବାହ କରିଥିଲେ ପରିବାର ଲୋକେ। ଶିଶୁକନ୍ୟାର ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ଗୁଣି ଗାରେଡିକୁ ବିଶ୍ୱାସ କରି ବର୍ଷ ବର୍ଷର ଏହି ପ୍ରଥାକୁ ଆପଣାଇଥିଲେ। କୁକୁର ସହ ବିବାହ କଲେ ଶିଶୁର  ଦେହ ଭଲ ହେଉଥିବା ପରିବାର ଲୋକ ବିଶ୍ୱାସ ରହିଛି।

କନ୍ୟାପିତା ବିଶ୍ୱନାଥ ସିଂ କହିଛନ୍ତି, “ମୋ ପିଲାର ୧୧ ମାସ ଉପରେ ମାଢ଼ି ଉପରେ ଦାନ୍ତ ଉଠିଲା। ଦେହ ସବୁବେଳେ ଦୁର୍ବଳ ରହିଲା। ସେଥିପାଇଁ  ମୋ ଝିଅର ବିବାହ କୁକୁର ସହ କଲି। ଗାଁର ଲୋକମାନଙ୍କୁ ଏହି ବିଷୟରେ ଜଣାଇଥିଲୁ, ସେମାନେ ଆମକୁ କାମରେ ସହଯୋଗ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story