ମନ୍ତ୍ରୀ ଓ ବିଧାୟକଙ୍କୁ ଅଧିକ ଦରମା, ଚାଷୀଙ୍କୁ ଠେଙ୍ଗା: ନିରଞ୍ଜନ  

ଭୁବନେଶ୍ୱର: ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଆଜି ତୀବ୍ର ସମାଲୋଚନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ମନ୍ତ୍ରୀ ଓ ବିଧାୟକଙ୍କୁ ଅଧିକ ଦରମା ଆଉ ଚାଷୀଙ୍କୁ ଠେଙ୍ଗା। ବିଧାୟକ ଓ ମନ୍ତ୍ରୀଙ୍କ ଭତ୍ତା ବୃଦ୍ଧି କରାଯାଇଥିବା ବେଳେ, ଚାଷୀଙ୍କ କ୍ଷେତ୍ରରେ ରାଜ୍ୟ ସରକାର କାହିଁକି ଏଭଳି ନୀତି ଆପଣାଇଛନ୍ତି।” ସେ କହିଛନ୍ତି,“ଚାଷୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ ଅନେକ ଦିନ ଧରି […]

niranjan

niranjan

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 02:40 PM IST

Sports

Latest News

ଭୁବନେଶ୍ୱର: ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଆଜି ତୀବ୍ର ସମାଲୋଚନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ମନ୍ତ୍ରୀ ଓ ବିଧାୟକଙ୍କୁ ଅଧିକ ଦରମା ଆଉ ଚାଷୀଙ୍କୁ ଠେଙ୍ଗା। ବିଧାୟକ ଓ ମନ୍ତ୍ରୀଙ୍କ ଭତ୍ତା ବୃଦ୍ଧି କରାଯାଇଥିବା ବେଳେ, ଚାଷୀଙ୍କ କ୍ଷେତ୍ରରେ ରାଜ୍ୟ ସରକାର କାହିଁକି ଏଭଳି ନୀତି ଆପଣାଇଛନ୍ତି।”

ସେ କହିଛନ୍ତି,“ଚାଷୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ ଅନେକ ଦିନ ଧରି ଦାବି କରି ଆସୁଛନ୍ତି। ତେବେ ସେମାନଙ୍କ କଥା ସରକାର ଶୁଣିନାହାନ୍ତି।  ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇବା ପୂର୍ବରୁ କୃଷିଜାତ ଦ୍ରବ୍ୟ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲର ସର୍ବନିମ୍ନ ଦର ବୃଦ୍ଧି ନେଇ ଘୋଷଣା ସରକାରଙ୍କ ନୈତିକତା ଥିଲା। ଏହାସହ ଚାଷୀଙ୍କ ପାଇଁ ପୂର୍ଣ୍ଣାଙ୍ଗ ପ୍ୟାକେଜ୍ ଘୋଷଣା କରିବା ଦରକାର।”

ନିରଞ୍ଜନ ଖଣି ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ରାଜସ୍ୱ ବୃଦ୍ଧି ପାଇଁ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ କାହିଁକି ପାଳନ କରୁନାହାନ୍ତି? ସୁପ୍ରିମକୋର୍ଟଙ୍କ ନିୟମ ମାନିଲେ ‌ଏମସିଏଲରୁ ଓଡ଼ିଶାକୁ ୪୦ ହଜାର କୋଟି ମିଳିବ।”

ତୈଳ ଦର ବୃଦ୍ଧି ନେଇ କେନ୍ଦ୍ରରେ ଥିବା ବିଜେପିକୁ ଟାର୍ଗେଟ କରିଛନ୍ତି ନିରଂଜନ। କଂଗ୍ରେସରେ ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି କିଛି କହିନାହାନ୍ତି  ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story