ନରସିଂହଙ୍କ ଘରେ ବରିଷ୍ଠ ନେତାଙ୍କ ମେଳି

ଭୁବନେଶ୍ୱର: ପ୍ରସାଦ ହଟାଅ ଅଭିଯାନରେ ହାଇକମାଣ୍ଡ ବ୍ରେକ୍‌ ଲଗାଇବା ପରେ ଆଜି ୩ ଜଣ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଗଣେଶ୍ୱର ବେହେରା ଏବଂ ଅନନ୍ତ ସେଠୀଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ଦେଖିବାକୁ ମିଳିଥିଲା। ଏମାନେ ନରସିଂହଙ୍କୁ ଭେଟିବାକୁ ନେଇ ପିସିସି ସଭାପତି ପରିବର୍ତ୍ତନ ନେଇ କିଛି ନୂଆ ସମୀକରଣ ହେଉଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଏପରି ଚର୍ଚ୍ଚାର କିଛି ମାନେ ନ ଥିବା ନିରଞ୍ଜନ କହିଛନ୍ତି। ନରସିଂହଙ୍କୁ ଭେଟି ଫେରିବା […]

congress

congress

Rakesh Mallick
  • Published: Saturday, 29 October 2016
  • Updated: 30 October 2016, 07:09 AM IST

Sports

Latest News

ଭୁବନେଶ୍ୱର: ପ୍ରସାଦ ହଟାଅ ଅଭିଯାନରେ ହାଇକମାଣ୍ଡ ବ୍ରେକ୍‌ ଲଗାଇବା ପରେ ଆଜି ୩ ଜଣ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଗଣେଶ୍ୱର ବେହେରା ଏବଂ ଅନନ୍ତ ସେଠୀଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ଦେଖିବାକୁ ମିଳିଥିଲା। ଏମାନେ ନରସିଂହଙ୍କୁ ଭେଟିବାକୁ ନେଇ ପିସିସି ସଭାପତି ପରିବର୍ତ୍ତନ ନେଇ କିଛି ନୂଆ ସମୀକରଣ ହେଉଥିବା ଚର୍ଚ୍ଚା ଜୋର ଧରିଛି।

ତେବେ ଏପରି ଚର୍ଚ୍ଚାର କିଛି ମାନେ ନ ଥିବା ନିରଞ୍ଜନ କହିଛନ୍ତି। ନରସିଂହଙ୍କୁ ଭେଟି ଫେରିବା ପରେ ନିରଞ୍ଜନ କହିଛନ୍ତି,“ନରସିଂହଙ୍କୁ ଦୀପାବଳୀ ଶୁଭେଚ୍ଛା ଜଣାଇବାକୁ ଆସିଥିଲୁ। ଯାହା ସମୀକରଣ ହେବା କଥା ଦଳ ଭିତରେ ହେବ। କିଏ ଭଲ କରୁଛି, କିଏ ଖରାପ କରୁଛି, ରେଜଲ୍ଟ ପରେ ଜଣାପଡିବ।”

ଅନନ୍ତ କହିଛନ୍ତି,“ଦଳୀୟ ସଂଗଠନ, ସ୍ଥିତି ବିଷୟରେ ହାଇକମାଣ୍ଡଙ୍କୁ ଅବଗତ କରାଯାଇଛି। ଯାହା ନିଷ୍ପତ୍ତି ନେବା କଥା ସେ ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story