ନିଷ୍ପତ୍ତି ବଦଳାଇଲା କଂଗ୍ରେସ: ଅକ୍ଟୋବର ୨ ପରିବର୍ତ୍ତେ ୧୪ରୁ କରିବ ପଦଯାତ୍ରା

ଭୁବନେଶ୍ୱର: ପଦଯାତ୍ରା ରାଜନୀତିରେ କଂଗ୍ରେସ ପଛଘୁଞ୍ଚା ଦେଇଛି । ପୂର୍ବ ଘୋଷଣାକୁ ପରିବର୍ତ୍ତନ କରି ଅକ୍ଟୋବର ୨ ପରିବର୍ତ୍ତେ ୧୪ରୁ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ଦଳ। ସେପଟେ ପୂର୍ବ ପରି ଗାନ୍ଧୀ ଜୟନ୍ତୀରେ ବିଜେଡି ତା’ର ପଦଯାତ୍ରା ଓ ବିଜେପି ସତ୍ୟାଗ୍ରହ କରିବେ । ଏହି ଦୁଇ ଦଳ ଗୋଟିଏ ଦିନରେ ସେମାନଙ୍କ କାର୍ଯ୍ୟକ୍ରମ ରଖିଥିବାରୁ କଂଗ୍ରେସ ତା’ର ନିଷ୍ପତ୍ତିରେ ପରିବର୍ତ୍ତନ କରିଛି । ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ […]

congress

congress

Rakesh Mallick
  • Published: Tuesday, 29 September 2015
  • Updated: 29 September 2015, 03:32 PM IST

Sports

Latest News

ଭୁବନେଶ୍ୱର: ପଦଯାତ୍ରା ରାଜନୀତିରେ କଂଗ୍ରେସ ପଛଘୁଞ୍ଚା ଦେଇଛି । ପୂର୍ବ ଘୋଷଣାକୁ ପରିବର୍ତ୍ତନ କରି ଅକ୍ଟୋବର ୨ ପରିବର୍ତ୍ତେ ୧୪ରୁ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ଦଳ। ସେପଟେ ପୂର୍ବ ପରି ଗାନ୍ଧୀ ଜୟନ୍ତୀରେ ବିଜେଡି ତା’ର ପଦଯାତ୍ରା ଓ ବିଜେପି ସତ୍ୟାଗ୍ରହ କରିବେ । ଏହି ଦୁଇ ଦଳ ଗୋଟିଏ ଦିନରେ ସେମାନଙ୍କ କାର୍ଯ୍ୟକ୍ରମ ରଖିଥିବାରୁ କଂଗ୍ରେସ ତା’ର ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ।

ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗାନ୍ଧୀ ଜୟନ୍ତୀ ପରିବର୍ତ୍ତେ ଅକ୍ଟୋବର ୧୪ରୁ ଦଳ ପଦଯାତ୍ରା ଆରମ୍ଭ କରିବ । ଢେଙ୍କ।ନାଳରୁ ଏହି ଅଭିଯାନ ଆରମ୍ଭ ହେବ। ପରଦିନ ୧୫ ତାରିଖରେ ଅନୁଗୋଳରେ ପଦଯାତ୍ରା ହେବ । ଏହାପରେ ୧୦ଟି ପର୍ଯ୍ୟାୟରେ ଗଞ୍ଜ।ମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିହଂପୁର, ନବରଙ୍ଗରପୁର, କୋରାପୁଟ ସମେତ ସବୁ ଲୋକସଭା ଆସନରେ ପଦଯାତ୍ରା କରାଯିବ।  ୨୦୧୬ ଏପ୍ରିଲ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯାଇ ଦଳ ଲୋକଙ୍କ ପାଖକୁ ଯିବା ଓ କେନ୍ଦ୍ର, ରାଜ୍ୟ ସରକାରଙ୍କ ବିଫଳତା କଥା କହିବ। ସେହିପରି ଦୁର୍ଗାପୂଜା ପରେ ଦଳ ‘ବିଜୁଳି ସତ୍ୟାଗ୍ରହ’ କରିବାକୁ ନିଷ୍ପତ୍ତି ନେଇଥିବା ପିସିସି ସଭାପତି ହରିଚନନ୍ଦ କହିଛନ୍ତି ।

ଏପଟେ ଜନସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ଶେଷ କରିଛି ବିଜେଡି। ଭୁବନେଶ୍ୱର ଗଙ୍ଗନଗର ପଲ୍ଲୀରୁ ନବୀନ ପଟ୍ଟନାୟକ ଶଙ୍ଖ ଫୁଙ୍କି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଦଳର ୩୨ ସାଂଗଠନିକ ଜିଲ୍ଲାରେ ପଦଯାତ୍ରା ପରିଚାଳନା ପାଇଁ ୩୨ ଜଣ ପର୍ଯ୍ୟବେକ୍ଷକଙ୍କ ସହ ମୋଟ ୧୨୧ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ ମନ୍ତ୍ରୀ, ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଅଛନ୍ତି। କିଏ କେଉଁଠୁ ପଦଯାତ୍ରାର ଆରମ୍ଭ କରିବେ ତାହା ବି ସ୍ଥିର ହୋଇଛି। କେନ୍ଦ୍ର ଅବହେଳା ସହ ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେଡି। ସେହିପରି ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରର ସଫଳତାକୁ ନେଇ ବିଜେପି ଗାନ୍ଧୀ ଜୟନ୍ତୀରେ ୧୪୭ଟି ନିର୍ବାଚନ ମଣ୍ଡଳୀରେ ସତ୍ୟାଗ୍ରହ କରିବ। ଦଳ ସଭାପତି କଟକ, ବରିଷ୍ଠ ନେତା ବିଜୟ ମହାପାତ୍ର ଭୁବନେଶ୍ୱର ଓ ଅନ୍ୟ ନେତାମାନେ ଯେଉଁ ସ୍ଥାନରୁ ବିଧାନସଭା ପାଇଁ ପ୍ରତିନ୍ଦ୍ୱନ୍ଦିତା କରିଥିଲେ ସେଠାରେ ସତ୍ୟାଗ୍ରହର ନେତ୍ବତ୍ୱ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story