ବାଣୀବିହାରରେ ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନି: ନିଷ୍ପତ୍ତି କାଏମ ରଖିଲା ପିଜି କାଉନସିଲ୍

ଭୁବନେଶ୍ୱର: ଚଳିତବର୍ଷ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏ ନେଇ ପୂର୍ବରୁ ହୋଇଥିବା ନିଷ୍ପତ୍ତିରେ କାଏମ୍ ରହିଛି ପିଜି କାଉନସିଲ । ଏ ନେଇ ପିଜି କାଉନସିଲ ଅଧ୍ୟକ୍ଷ ସୂଚନା ଦେବା ପରେ ଛାତ୍ରଛାତ୍ରୀମାନେ ମେନ୍ ଗେଟ୍ ଆଗରେ ଧାରଣା ଦେଇଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କ୍ୟାମ୍ପସରେ ୩ ପ୍ଲାଟୁନ ଫେ।ର୍ସ ମୁତୟନ କରାଯାଇଛି। ତେବେ ମିଳିଥିବା ସବିଶେଷ ତଥ୍ୟ ଅନୁସାରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଯାଇଛନ୍ତି । ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ […]

home

home

Rakesh Mallick
  • Published: Thursday, 01 October 2015
  • Updated: 01 October 2015, 02:01 PM IST

Sports

Latest News

ଭୁବନେଶ୍ୱର: ଚଳିତବର୍ଷ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏ ନେଇ ପୂର୍ବରୁ ହୋଇଥିବା ନିଷ୍ପତ୍ତିରେ କାଏମ୍ ରହିଛି ପିଜି କାଉନସିଲ । ଏ ନେଇ ପିଜି କାଉନସିଲ ଅଧ୍ୟକ୍ଷ ସୂଚନା ଦେବା ପରେ ଛାତ୍ରଛାତ୍ରୀମାନେ ମେନ୍ ଗେଟ୍ ଆଗରେ ଧାରଣା ଦେଇଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କ୍ୟାମ୍ପସରେ ୩ ପ୍ଲାଟୁନ ଫେ।ର୍ସ ମୁତୟନ କରାଯାଇଛି। ତେବେ ମିଳିଥିବା ସବିଶେଷ ତଥ୍ୟ ଅନୁସାରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଯାଇଛନ୍ତି । ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ କରାଯିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ପିଜି କାଉନସିଲ ବୈଠକର ନିଷ୍ପତ୍ତି ଆସିବା ପରେ ବାଣୀବିହାର ମେନଗେଟ୍ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା। ହାତରେ ପ୍ଲାକାର୍ଡ ଧରି ଛାତ୍ର ସଂସଦ ନିର୍ବାଚନ କରାଯିବାକୁ ଦାବି କରିଥିଲେ । ଗତକାଲିର ଆଡଭାଇଜରୀ କମିଟି ବୈଠକ ପରେ ସମସ୍ତଙ୍କର ନଜର ଥିଲା ଆଜିର ବୈଠକ ଉପରେ। ଏ ନେଇ ପିଜି କାଉନସିଲ ଅଧ୍ୟକ୍ଷ ରଞ୍ଜନ ବଳ କହିଛନ୍ତି, ପ୍ରଥମତଃ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯାଉଛି । ଏବେ ବି ବାଣୀବିହାର ପରିସରରେ ଉତ୍ତେଜନା ଲାଗି ରହିଛି । ନିର୍ବାଚନ ହେଲେ ପୁଣି ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଥିବାରୁ ପୂର୍ବ ନିଷ୍ପତ୍ତିକୁ କାଏମ ରଖାଗଲା ବୋଲି ସେ କହିଛନ୍ତି। ପିଜି କାଉନସିଲର ଏପରି ନିଷ୍ପତ୍ତିକୁ ଛାତ୍ର ବିଜେଡି ଗ୍ରହଣ କରି ନେବ ବୋଲି କହିଥିବା ବେଳେ ଏବିଭିପି ପକ୍ଷରୁ ନିନ୍ଦା କରାଯାଇଛି ।

ବାଣୀବିହାର କ୍ୟାମ୍ପସରେ ପ୍ରାକ୍ ନିର୍ବାଚନୀ ଗଣ୍ଡଗୋଳ ଘଟିଥିବାରୁ ଗତ ଶନିବାର ପିଜି କାଉନସିଲ ବୈଠକରେ ଏଥର ନିର୍ବାଚନ ନ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ଆଜି ପୁଣି ବୈଠକ ବସିଥିଲା। ହେଲେ ଏହି ବୈଠକରେ ପୂର୍ବ ନିଷ୍ପତ୍ତକୁ ପୂର୍ବ ନିଷ୍ପତ୍ତିକୁ କାଏମ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ପିଜି କାଉନସିଲର ବାଣୀବିହାର ନିର୍ବାଚନ ବାତିଲ କରାଯିବା ନେଇ ନିଷ୍ପତ୍ତି ନିଆଯିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ରଛାତ୍ରୀମାନେ ପିଜି କାଉନସିଲ୍ ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ ଛାତ୍ରଛାତ୍ରୀମାନେ ୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ କଟକ-ଭୁବନେଶ୍ୱର ରାସ୍ତାରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ଏପରି କି ରାସ୍ତାରୋକ ବେଳେ ଜଣେ ମହିଳା ରାସ୍ତାରେ ଅଟକି ରହିବା ଯୋଗୁଁ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story