ପ୍ୟାରୀ ଏବେବି ସଙ୍କଟାପନ୍ନ; ଓଡ଼ିଶାରୁ କେହି ନେତା ଦେଖିବାକୁ ଯାଇ ନାହାନ୍ତି

ଭୁବନେଶ୍ୱର: ସୁଧୁରିନି ପୂର୍ବତନ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା। ମୁମ୍ବାଇର ହିନ୍ଦୁଜା ହସ୍‌ପିଟାଲ୍‌ରେ ଲାଇଫ୍‌ସପୋର୍ଟ ସିଷ୍ଟମ୍‌ରେ ତାଙ୍କୁ ରଖାଯାଇଛି। ତାଙ୍କ ପୁଅ ସମ୍ବିତ ମହାପାତ୍ର ଏନେଇ ଓଟିଭିକୁ ସୂଚନା ଦେଇଛନ୍ତି। ହସ୍‌ପିଟାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ଫୁସ୍‌ଫୁସ୍‌ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ପ୍ୟାରୀମୋହନ। ତେବେ କିଛି ମାସ ତଳେ ମସ୍ତିଷ୍କ ସଂକ୍ରମଣ ବଢ଼ିବାରୁ ସେ ମୁମ୍ବାଇ ଯାଇ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ତାଙ୍କ ଅବସ୍ଥା […]

pyari

pyari

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 09:54 PM IST

ଭୁବନେଶ୍ୱର: ସୁଧୁରିନି ପୂର୍ବତନ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା। ମୁମ୍ବାଇର ହିନ୍ଦୁଜା ହସ୍‌ପିଟାଲ୍‌ରେ ଲାଇଫ୍‌ସପୋର୍ଟ ସିଷ୍ଟମ୍‌ରେ ତାଙ୍କୁ ରଖାଯାଇଛି। ତାଙ୍କ ପୁଅ ସମ୍ବିତ ମହାପାତ୍ର ଏନେଇ ଓଟିଭିକୁ ସୂଚନା ଦେଇଛନ୍ତି। ହସ୍‌ପିଟାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।

ଫୁସ୍‌ଫୁସ୍‌ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ପ୍ୟାରୀମୋହନ। ତେବେ କିଛି ମାସ ତଳେ ମସ୍ତିଷ୍କ ସଂକ୍ରମଣ ବଢ଼ିବାରୁ ସେ ମୁମ୍ବାଇ ଯାଇ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ତାଙ୍କ ଅବସ୍ଥା ଅଧିକ ଉଦ୍‌ବେଗଜନକ ହୋଇଯାଇଥିଲା। ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ଠାରୁ ପ୍ୟାରୀମୋହନ ସଂକଟାପନ୍ନ ଭାବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ଥିବା ବେଳେ ଓଡ଼ିଶାରୁ କୌଣସି ନେତା ତାଙ୍କୁ ଦେଖା କରିବାକୁ ଯାଇ ନାହାନ୍ତି ବୋଲି ଜଣାପଡ଼ିଛି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। କାରଣ ସମେସ୍ତ ଜାଣିଛନ୍ତି ବିଜେଡିର ଅନେକ ନେତାଙ୍କ କ୍ୟାରିୟର ଗଢ଼ିଛନ୍ତି ପ୍ୟାରୀମୋହନ। ଏକଦା ଏମାନଙ୍କ ଭିଡ଼ ଲାଗୁଥିଲା ପ୍ୟାରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ। କିନ୍ତୁ ତାଙ୍କର ଏ ସଙ୍କଟ ଅବସ୍ଥାରେ କେହି ନାହାନ୍ତି ତାଙ୍କ ପାଖରେ।

ପ୍ୟାରୀଙ୍କ ପାଖରେ ହସ୍‌ପିଟାଲ୍‌ରେ ତାଙ୍କ ସ୍ତ୍ରୀ, ପୁଅ, ଝିଅ ଓ ଜ୍ୱାଇଁ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story