ଦୁଇଦିନ ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଚଳିତ ବର୍ଷ ଦୁଇଦିନ ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ। ଏଭଳି ପୁର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଓଡିଶାକୁ ମୌସୁମୀ ଛୁଇଁବାର ନିର୍ଦ୍ଧାରିତ ସମୟ ଜୁନ ୧୦ ରହିଥିବା ବେଳେ ଚଳିତ ଥର ଏଥିରେ ବ୍ୟତିକ୍ରମ ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର-ପୂର୍ବ ଭାରତ ଏବଂ ଦକ୍ଷିଣ-ପୂର୍ବ ଭାରତର କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ବର୍ଷାର ପରିମାଣ ଖୁବ୍ କମ୍ ରହୁଥିବାରୁ ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ବିଳମ୍ବ ହେଉଛି। […]

monsoon-759-750x422

monsoon-759-750x422

Rakesh Mallick
  • Published: Friday, 09 June 2017
  • Updated: 09 June 2017, 10:18 PM IST

ଭୁବନେଶ୍ୱର: ଚଳିତ ବର୍ଷ ଦୁଇଦିନ ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ। ଏଭଳି ପୁର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଓଡିଶାକୁ ମୌସୁମୀ ଛୁଇଁବାର ନିର୍ଦ୍ଧାରିତ ସମୟ ଜୁନ ୧୦ ରହିଥିବା ବେଳେ ଚଳିତ ଥର ଏଥିରେ ବ୍ୟତିକ୍ରମ ହୋଇପାରେ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର-ପୂର୍ବ ଭାରତ ଏବଂ ଦକ୍ଷିଣ-ପୂର୍ବ ଭାରତର କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ବର୍ଷାର ପରିମାଣ ଖୁବ୍ କମ୍ ରହୁଥିବାରୁ ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ବିଳମ୍ବ ହେଉଛି। ତେବେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ମଧ୍ୟରେ ରହିଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ। ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story