ନଭେମ୍ବର ୧ରେ ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ମେଡିକାଲ

ଭୁବନେଶ୍ୱର: ନଭେମ୍ବର ୧ରେ ରାଜ୍ୟର ସମସ୍ତ ଘରୋଇ ମେଡିକାଲ ଗୁଡ଼ିକ ବନ୍ଦ କରାଯିବ। କର୍ମଚାରୀମାନେ କଳାବ୍ୟାଜ୍‌ ପରିଧାନ କରି ୨୪ ଘଣ୍ଟିଆ ଆନ୍ଦୋଳନ କରିବ। ଆଜି ରାଜ୍ୟ ଘରୋଇ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଫୋରମ୍‌ ପକ୍ଷରୁ କୁହାଯାଇଛି ଯେ ଘରୋଇ ମେଡିକାଲ ଗୁଡ଼ିକର ପଞ୍ଜୀକରଣ ଓ ନବୀକରଣରେ ବିଳମ୍ବ ଘଟୁଛି। ବାରମ୍ବାର ସରକାରଙ୍କ ନିକଟରେ ଫେରାଦ୍‌ ହେଲେ ବି ସୁଫଳ ମିଳୁନାହିଁ। ସେହିପରି ଫାୟାର ସେଫ୍ଟି ଆକ୍ଟରେ […]

all-odisha-private-medical

all-odisha-private-medical

Rakesh Mallick
  • Published: Saturday, 29 October 2016
  • Updated: 29 October 2016, 09:18 PM IST

Sports

Latest News

ଭୁବନେଶ୍ୱର: ନଭେମ୍ବର ୧ରେ ରାଜ୍ୟର ସମସ୍ତ ଘରୋଇ ମେଡିକାଲ ଗୁଡ଼ିକ ବନ୍ଦ କରାଯିବ। କର୍ମଚାରୀମାନେ କଳାବ୍ୟାଜ୍‌ ପରିଧାନ କରି ୨୪ ଘଣ୍ଟିଆ ଆନ୍ଦୋଳନ କରିବ। ଆଜି ରାଜ୍ୟ ଘରୋଇ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ଫୋରମ୍‌ ପକ୍ଷରୁ କୁହାଯାଇଛି ଯେ ଘରୋଇ ମେଡିକାଲ ଗୁଡ଼ିକର ପଞ୍ଜୀକରଣ ଓ ନବୀକରଣରେ ବିଳମ୍ବ ଘଟୁଛି। ବାରମ୍ବାର ସରକାରଙ୍କ ନିକଟରେ ଫେରାଦ୍‌ ହେଲେ ବି ସୁଫଳ ମିଳୁନାହିଁ। ସେହିପରି ଫାୟାର ସେଫ୍ଟି ଆକ୍ଟରେ ମଧ୍ୟ ସଂଶୋଧନ କରିବା ଲାଗି ଫୋରମ୍‌ ଦାବି କରିଛି। ସରକାର ଘରୋଇ ମେଡିକାଲ କର୍ମଚାରୀଙ୍କ ସହ ଏନେଇ ସିଧାସଳଖ ଆଲୋଚନା କରନ୍ତୁ ବୋଲି ଫୋରମ୍‌ ପକ୍ଷରୁ ଆହ୍ୱାନ କରାଯାଇଛି। ମେଡିକାଲ ବନ୍ଦ ହେଲେ ମଧ୍ୟ ଆଡମିଟ୍‌ ହୋଇଥିବା ରୋଗୀଙ୍କ ସେବା ଏବଂ ଆପାତକାଳୀନ ସେବା ପ୍ରଭାବିତ ହେବା ନାହିଁ ବୋଲି ଫୋରମ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story