ନଭେମ୍ବର ୧୫ରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖରୁ ରାଜ୍ୟରେ ଯୋଗାଣ ବିଭାଗ ଧାନ ସଂଗ୍ରହ ଆରମ୍ଭ କରିବ। ଶୁକ୍ରବାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ ପ୍ରୋକିଓରମେଣ୍ଟ କମିଟି ବୈଠକ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଭୁବନେଶ୍ୱରରେ ସବୁ ଜିଲ୍ଲାର ଚାଷୀ ପ୍ରତିନିଧି ଓ ମିଲର୍ସମାନଙ୍କ ବୈଠକ ହେବ। ବୈଠକରେ ଧାନ ସଂଗ୍ରହ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଯୋଗାଣ ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସେ କହିଛନ୍ତି, ଗତବର୍ଷ ଯେଉଁ ଅଭାବୀ ଧାନ […]

sanjaya

sanjaya

Rakesh Mallick
  • Published: Friday, 30 October 2015
  • Updated: 30 October 2015, 02:38 PM IST

Sports

Latest News

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖରୁ ରାଜ୍ୟରେ ଯୋଗାଣ ବିଭାଗ ଧାନ ସଂଗ୍ରହ ଆରମ୍ଭ କରିବ। ଶୁକ୍ରବାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ ପ୍ରୋକିଓରମେଣ୍ଟ କମିଟି ବୈଠକ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଭୁବନେଶ୍ୱରରେ ସବୁ ଜିଲ୍ଲାର ଚାଷୀ ପ୍ରତିନିଧି ଓ ମିଲର୍ସମାନଙ୍କ ବୈଠକ ହେବ। ବୈଠକରେ ଧାନ ସଂଗ୍ରହ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଯୋଗାଣ ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସେ କହିଛନ୍ତି, ଗତବର୍ଷ ଯେଉଁ ଅଭାବୀ ଧାନ ବିକ୍ରି ସମସ୍ୟା ସୃଷ୍ଟି ହୋଇଥିଲା ଚଳିତବର୍ଷ ଯେପରି ତାହାର ପୁନରାବୃତ୍ତି ନହୁଏ ତା’ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ସେହିପରି କେମିତି ସୁରୁଖୁରୁରେ ଧାନ ସଂଗ୍ରହ କରାଯିବ ଓ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ସେନେଇ ମଧ୍ୟ ଆଲୋଚନା କରାଯିବ। ଧାନ ସଂଗ୍ରହ ନେଇ ଆସନ୍ତା ୪ ତାରିଖରେ ସମ୍ୱଲପୁରରେ ଉତ୍ତରାଞ୍ଚଳ, ୬ରେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଓ ୭ ତାରିଖରେ କେନ୍ଦ୍ରାଞ୍ଚଳ ଜିଲ୍ଲାର ଜିଲ୍ଲାପାଳଙ୍କ ବୈଠକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story