ନଭେମ୍ୱର ପହିଲାରୁ ରାଜ୍ୟର ୧୪ଟି ଜିଲ୍ଲାରେ ଲାଗୁ ହେବ ଖାଦ୍ୟ ସୁରକ୍ଷା ଆଇନ୍

ଭୁବନେଶ୍ୱର: ନଭେମ୍ୱର ପହିଲାରୁ ରାଜ୍ୟର ୧୪ଟି ଜିଲ୍ଲାରେ ଲାଗୁ ହେବ ଖାଦ୍ୟ ସୁରକ୍ଷା ଆଇନ୍। ଏଥିପାଇଁ ସବୁ ଜିଲ୍ଲାରେ ରେସନକାର୍ଡ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଗଜପତି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନରେ ୩ ଲକ୍ଷ ୯୭ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି। ଏମାନଙ୍କୁ କାର୍ଡ ବଣ୍ଟନ ଜାରି ରହିଛି। ତା’ସହିତ ଖାଦ୍ୟ ଶସ୍ୟ ରଖିବା ଲାଗି ଗୋଦାମ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଛି। ସେହିପରି ଅନୁଗୁଳ ଜିଲ୍ଲାରେ ୨ଲକ୍ଷ ୩୦ହଜାର କାର୍ଡ ବଣ୍ଟାଯିବ। ୩୧ […]

khdya

khdya

Rakesh Mallick
  • Published: Monday, 19 October 2015
  • Updated: 19 October 2015, 03:11 AM IST

ଭୁବନେଶ୍ୱର: ନଭେମ୍ୱର ପହିଲାରୁ ରାଜ୍ୟର ୧୪ଟି ଜିଲ୍ଲାରେ ଲାଗୁ ହେବ ଖାଦ୍ୟ ସୁରକ୍ଷା ଆଇନ୍। ଏଥିପାଇଁ ସବୁ ଜିଲ୍ଲାରେ ରେସନକାର୍ଡ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଗଜପତି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନରେ ୩ ଲକ୍ଷ ୯୭ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି। ଏମାନଙ୍କୁ କାର୍ଡ ବଣ୍ଟନ ଜାରି ରହିଛି। ତା’ସହିତ ଖାଦ୍ୟ ଶସ୍ୟ ରଖିବା ଲାଗି ଗୋଦାମ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଛି।

ସେହିପରି ଅନୁଗୁଳ ଜିଲ୍ଲାରେ ୨ଲକ୍ଷ ୩୦ହଜାର କାର୍ଡ ବଣ୍ଟାଯିବ। ୩୧ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଖାଦ୍ୟ ସୁରକ୍ଷା ଆଇନର ପ୍ରଥମ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୯୩ ଲକ୍ଷ ୩୫ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଅନ୍ୟ ଜିଲ୍ଲାରେ ବି କାର୍ଡ ବଣ୍ଟନ କାମ ଜୋରସୋରରେ ଚାଲିଛି। ଆସନ୍ତା ୨୯ ତାରିଖରୁ ଖାଦ୍ୟ ସୁରକ୍ଷା ଆଇନର ଦ୍ୱିତୀୟ ପର୍ଯ୍ୟାୟ ରେସନ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। ମୟୂରଭଞ୍ଜରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୯୫ ଲକ୍ଷ ହିତାଧୀକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। ୧ କୋଟି ୯୯ ଲକ୍ଷ ୫୦ ହଜାର ଲୋକ ଏହାଦ୍ୱାରା ଉପକୃତ ହେବେ।

ନଭେମ୍ୱର ୧ରୁ ପ୍ରଥମ ପର୍ଯ୍ୟାୟରେ ୧୪ଟି ଜିଲ୍ଲା ଏବଂ ଡିସେମ୍ୱର ୧ରୁ ଅବଶିଷ୍ଟ ୧୬ ଜିଲ୍ଲାର ହିତାଧିକାରୀ ଏହି ଯୋଜନାରେ ରିହାତି ମୂଲ୍ୟରେ ଗହମ ଓ ଚାଉଳ ପାଇବେ। ଖାଦ୍ୟ ସୁରକ୍ଷା ଆଇନର ବ୍ୟବସ୍ଥା ଅନୁଯାୟୀ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ୱା ଗହମ ଦିଆଯିବ। ଚାଉଳ କିଲୋ ପିଛା ୩ ଟଙ୍କା ଓ ଗହମ ୨ ଟଙ୍କାରେ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story