ଫସଲହାନୀ ଯୋଗୁଁ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା: ଫସଲ କ୍ଷତି ଯୋଗୁଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ଭୁଲିଆସିକୁଆଁ ଗାଁର ଜଣେ ଯୁବ ଚାଷୀ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସନ୍ତୋଷ ମେହେର (୪୩)। ସନ୍ତୋଷ ଚଳିତ ବର୍ଷ ପ୍ରାୟ ୧୨ ଏକର ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା। ସେଥିପାଇଁ ସେ ଚିନ୍ତିତ ଥିଲେ। ଗତକାଲି ରାତିରେ ସେ ଜମିକୁ ଯାଇ ଆଉ ଫେରି ନ […]

farmer

farmer

Rakesh Mallick
  • Published: Sunday, 23 October 2016
  • Updated: 23 October 2016, 10:39 AM IST

farmerନୂଆପଡ଼ା: ଫସଲ କ୍ଷତି ଯୋଗୁଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ଭୁଲିଆସିକୁଆଁ ଗାଁର ଜଣେ ଯୁବ ଚାଷୀ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସନ୍ତୋଷ ମେହେର (୪୩)।

ସନ୍ତୋଷ ଚଳିତ ବର୍ଷ ପ୍ରାୟ ୧୨ ଏକର ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା। ସେଥିପାଇଁ ସେ ଚିନ୍ତିତ ଥିଲେ। ଗତକାଲି ରାତିରେ ସେ ଜମିକୁ ଯାଇ ଆଉ ଫେରି ନ ଥିଲେ। ଆଜି ସକାଳେ ତାଙ୍କ ଖଳା ନିକଟରେ ତାଙ୍କର ମୃତଦେହକୁ ଠାବ କରାଯାଇଥିଲା। ତାଙ୍କ ମୃତଦେହ ନିକଟରେ ଏକ କୀଟନାଶକ ଔଷଧ ବୋତଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେଣୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story