ନୂଆପଡ଼ା ଜିଲ୍ଲାରେ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବରପଦର ଗାଁରେ ଆଜି ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ଭୁବନେଶ୍ୱର ବେହେରା। ଫସଲହାନି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ପୂର୍ବରୁ ଜିଲ୍ଲାରେ ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ ଭୁବନେଶ୍ୱରରଙ୍କ ମୋଟ ୪ ଏକ ଜମି […]

faremer

faremer

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 10:54 AM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବରପଦର ଗାଁରେ ଆଜି ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ଭୁବନେଶ୍ୱର ବେହେରା। ଫସଲହାନି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ପୂର୍ବରୁ ଜିଲ୍ଲାରେ ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ମୃତ ଭୁବନେଶ୍ୱରରଙ୍କ ମୋଟ ୪ ଏକ ଜମି ଥିଲା। କେନାଲ୍ ନିର୍ମାଣ ବେଳେ ସେଥିରୁ ଦେଢ ଏକର ଜମି ଚାଲିଯାଇଥିଲା। ଏହା ବାବଦକୁ ଭୁବନେଶ୍ୱର ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପାଇବା କଥା। ହେଲେ ଏପର୍ଯ୍ୟନ୍ତ ତାଙ୍କୁ କ୍ଷତିପୂରଣ ଅର୍ଥ ମିଳି ନ ଥିଲା । ବାକି ଅଢେଇ ଏକର ଜମିରେ ଭୁବନେଶ୍ୱର ଧାନ ଚାଷ କରିଥିଲେ। ଏଥିପାଇଁ ସେ ଧାରଉଧାର କରିଥିଲେ। ତେବେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ତାଙ୍କ ଧାନ ଫସଲ ଉଜୁଡି ଯାଇଥିଲା। ଯାହାକୁ ନେଇ ସେ କିଛିଦିନ ହେବ ଚିନ୍ତାରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story