ଘରୋଇ ମେଡିକାଲ୍ ଓ ନର୍ସିଂହୋମ ସଂଘର ଆନ୍ଦୋଳନ ମାସେ ପାଇଁ ସ୍ଥଗିତ

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ଘରୋଇ ମେଡିକାଲ୍ ଓ ନର୍ସିଂହୋମ ସଂଘର ଦିନିକିଆ ଆନ୍ଦୋଳନ ସ୍ଥଗିତ ହୋଇଯାଇଛି। ଆନ୍ଦୋଳନକୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ନେଇ ସଂଘର ସଭାପତି ଅଜୟ ମିଶ୍ର ସୂଚନା ଦେଇଛନ୍ତି। ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଗଲା ବୋଲି ସେ କହିଛନ୍ତି। କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ କୋହଳ, ମେଡିକାଲ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର ନେଇ ଆଇନରେ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ନେଇ […]

ajay-mishra

ajay-mishra

Rakesh Mallick
  • Published: Monday, 31 October 2016
  • Updated: 31 October 2016, 07:00 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ଘରୋଇ ମେଡିକାଲ୍ ଓ ନର୍ସିଂହୋମ ସଂଘର ଦିନିକିଆ ଆନ୍ଦୋଳନ ସ୍ଥଗିତ ହୋଇଯାଇଛି। ଆନ୍ଦୋଳନକୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ନେଇ ସଂଘର ସଭାପତି ଅଜୟ ମିଶ୍ର ସୂଚନା ଦେଇଛନ୍ତି। ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଗଲା ବୋଲି ସେ କହିଛନ୍ତି।

କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ କୋହଳ, ମେଡିକାଲ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର ନେଇ ଆଇନରେ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ନେଇ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story