ଓଏଏସ୍-୨୦୧୧ ପରୀକ୍ଷା ଫଳ ପ୍ରକାଶିତ: ୪୧୮ କୃତକାର୍ଯ୍ୟ, ପୁଷ୍ପାଞ୍ଜଳି ପଣ୍ଡା ଟପ୍ପର

ଭୁବନେଶ୍ୱର: ୨୦୧୧ ମସିହାରେ ହୋଇଥିବା ଓଏଏସ୍ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଗତକାଲି ଓପିଏସ୍‌ସିର ୱେବ୍‌ସାଇଟ୍‌ରେ ଏହି ଫଳ ପ୍ରକାଶ ପାଇଛି। ଏଥିରେ ୪୧୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପୁଷ୍ପାଞ୍ଜଳି ପଣ୍ଡା ଓଏଏସ୍ ଟପ୍ପର ହୋଇଛନ୍ତି। ଓପିଏସ୍‌ସି ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା। ଗତ ଜାନୁଆରୀ ୧୨ ତାରିଖରୁ ୨୮ ତାରିଖ ଓ ପରେ ଫେବୃଆରୀ ୮ ତାରିଖରୁ ୨୦ ତାରିଖ ମଧ୍ୟରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ହାଇକୋର୍ଟରେ ମାମଲା ଚାଲିଥିବାରୁ ୬ ଜଣ […]

puspanjali panda

puspanjali panda

Rakesh Mallick
  • Published: Wednesday, 24 February 2016
  • Updated: 24 February 2016, 09:02 AM IST

Sports

Latest News

ଭୁବନେଶ୍ୱର: ୨୦୧୧ ମସିହାରେ ହୋଇଥିବା ଓଏଏସ୍ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଗତକାଲି ଓପିଏସ୍‌ସିର ୱେବ୍‌ସାଇଟ୍‌ରେ ଏହି ଫଳ ପ୍ରକାଶ ପାଇଛି। ଏଥିରେ ୪୧୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପୁଷ୍ପାଞ୍ଜଳି ପଣ୍ଡା ଓଏଏସ୍ ଟପ୍ପର ହୋଇଛନ୍ତି। ଓପିଏସ୍‌ସି ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା। ଗତ ଜାନୁଆରୀ ୧୨ ତାରିଖରୁ ୨୮ ତାରିଖ ଓ ପରେ ଫେବୃଆରୀ ୮ ତାରିଖରୁ ୨୦ ତାରିଖ ମଧ୍ୟରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ହାଇକୋର୍ଟରେ ମାମଲା ଚାଲିଥିବାରୁ ୬ ଜଣ ପରୀକ୍ଷାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇନି।

http://opsc.gov.in ରେ ଫଳାଫଳ ଉପଲବ୍ଧ ହେଉଛି ବୋଲି ଓପିଏସ୍‌ସି ତରଫରୁ କୁହାଯାଇଛି।

ଟପ୍ପର ହୋଇଥିବା ପୁଷ୍ପାଞ୍ଜଳି ପଣ୍ଡା କହିଛନ୍ତି ଯେ ଫଳାଫଳ ଶୁଣି ଖୁସି ହୋଇଛନ୍ତି। ଓଏଏସ୍ ପାଇବେ ବୋଲି ସେ ଆଶା ରଖି ଖିଲେ। କିନ୍ତୁ ଟପ୍ପର ହେବେ ବୋଲି କେବେ ଭାବି ନ ଥିଲେ। ତାଙ୍କର ଏହି ସଫଳତା ପାଇଁ ସେ ନିଜ ବାପାମା’, ସ୍ୱାମୀ ଓ ପରିବାରର ଅନ୍ୟ ଲୋକମାନଙ୍କୁ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story