ପ୍ରକାଶ ପାଇଲା ଓଏଏସ୍‌ ମେନ୍ ରେଜଲ୍ଟ, ୮ରୁ ମୌଖିକ ପରୀକ୍ଷା

କଟକ: ଆଜି ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ମେନ୍ ରେଜଲ୍ଟ। ଏଥିରେ ୧୩୪୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡିସେମ୍ବର ୮ ତାରିଖରୁ ମୌଖିକ ପରୀକ୍ଷା ଆରମ୍ଭ ହେବ।

opsc

opsc

Rakesh Mallick
  • Published: Thursday, 01 December 2016
  • Updated: 01 December 2016, 01:55 PM IST

Sports

Latest News

କଟକ: ଆଜି ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ମେନ୍ ରେଜଲ୍ଟ। ଏଥିରେ ୧୩୪୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡିସେମ୍ବର ୮ ତାରିଖରୁ ମୌଖିକ ପରୀକ୍ଷା ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos