ପ୍ରକାଶ ପାଇଲା ଓଏଏସ୍‌ ମେନ୍ ରେଜଲ୍ଟ, ୮ରୁ ମୌଖିକ ପରୀକ୍ଷା

କଟକ: ଆଜି ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ମେନ୍ ରେଜଲ୍ଟ। ଏଥିରେ ୧୩୪୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡିସେମ୍ବର ୮ ତାରିଖରୁ ମୌଖିକ ପରୀକ୍ଷା ଆରମ୍ଭ ହେବ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More