ଖେଳାଳିଙ୍କ ବୟସ ଜାଲିଆତିର ତଦନ୍ତ: ଓସିଏ ଅଫିସ୍‌ରେ ସିବିଆଇର ଯାଞ୍ଚ

କଟକ: କ୍ରିକେଟ୍‌ ଖେଳାଳିଙ୍କ ବୟସ ଜାଲିଆତିର ତଦନ୍ତ କରିବା ପାଇଁ ଆଜି ସିବିଆଇର ଏକ ଟିମ୍‌ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପ୍ରାୟ ୩୦ ଜଣ କନିଷ୍ଠ ଖେଳାଳିଙ୍କୁ ପଚରାଉଚରା କରିଛି। ପରେ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରିବା ସହିତ ୨ଟି ନିର୍ସିଂହୋମ୍‌ର କର୍ମଚାରୀଙ୍କୁ ଜେରା କରିଛି। ଏ ସଂକ୍ରାନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିବିଆଇ ଜବତ କରିଛି। ଗତକାଲି ସିବିଆଇର ଏକ ଟିମ୍‌ ସିଏମ୍‌ସି ଅଫିସ୍‌ ଯାଇ ଖେଳାଳିଙ୍କ […]

oca office

oca office

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 11:07 PM IST

oca officeକଟକ: କ୍ରିକେଟ୍‌ ଖେଳାଳିଙ୍କ ବୟସ ଜାଲିଆତିର ତଦନ୍ତ କରିବା ପାଇଁ ଆଜି ସିବିଆଇର ଏକ ଟିମ୍‌ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପ୍ରାୟ ୩୦ ଜଣ କନିଷ୍ଠ ଖେଳାଳିଙ୍କୁ ପଚରାଉଚରା କରିଛି। ପରେ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରିବା ସହିତ ୨ଟି ନିର୍ସିଂହୋମ୍‌ର କର୍ମଚାରୀଙ୍କୁ ଜେରା କରିଛି। ଏ ସଂକ୍ରାନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିବିଆଇ ଜବତ କରିଛି।

ଗତକାଲି ସିବିଆଇର ଏକ ଟିମ୍‌ ସିଏମ୍‌ସି ଅଫିସ୍‌ ଯାଇ ଖେଳାଳିଙ୍କ ଜନ୍ମ ତାଲିକା ପ୍ରମାଣପତ୍ର ଯାଞ୍ଚ କରି ଥିଲା।

ଓଡ଼ିଶା କ୍ରିକେଟ୍‌ ଦଳର ଅଲରାଉଣ୍ଡର ଶୁଭମ ନାୟକ ୧୯ ବର୍ଷରୁ କମ୍‌ ଦଳରେ ଖେଳିଛନ୍ତି। ଏବେ ବୟସ ଜାଲିଆତି କେଳେଙ୍କାରୀରେ ଶୁଭମ୍‌ ଫସିଛନ୍ତି। ଏହାର ପ୍ରମାଣ ଓଟିଭି ହାତରେ ଲାଗିଛି।

ଓଟିଭିକୁ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନର ଅଫିସିଆଲ ୱେବସାଇଟ୍‌ରେ ଶୁଭମ୍‌ଙ୍କ ଡେଟ୍‌ ଅଫ୍‌ ବାର୍ଥ ୧୯୯୮ ଅକ୍ଟୋବର ୨୫ ଲେଖାଯାଇଛି। ତେବେ ରାଜ୍ୟ କ୍ରୀଡ଼ା ବିଭାଗକୁ ସ୍ପୋର୍ଟସ୍‌ କୋଟାରେ ୱେଟେଜ୍‌ ସାର୍ଟିଫିକେଟ୍‌ ପାଇଁ ଶୁଭମ ଦେଇଥିବା ଚିଠିରେ ସେ ତାଙ୍କ ଜନ୍ମ ତାରିଖ ୧୯୯୫ ଜୁଲାଇ ୨୫ ବୋଲି ଉଲ୍ଲେଖ କରିଛନ୍ତି। ଯଦି ଶୁଭମ୍‌ଙ୍କ ଜନ୍ମ ୧୯୯୫ରେ ହୋଇଛି ତେବେ ୨୦୧୫ ବେଳକୁ ସେ ୨୦ ବର୍ଷ ପୂରଣ କରିସାରିଛନ୍ତି। ବଡ଼ କଥା ହେଉଛି ୨୦୧୫ ନଭେମ୍ବରରେ ଶୁଭମ ୧୯ ବର୍ଷ କମ୍‌ ଭାରତୀୟ ଦଳରେ ଖେଳିଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶୁଭମ୍‌ ହେଉଛନ୍ତି ଓସିଏ ସିଇଓ ବିଦ୍ୟୁତ୍‌ ନାୟକଙ୍କ ପୁଅ। ନାୟକ ଓସିଏର ସବୁ କଥା ବୁଝିଥାନ୍ତି। ସେ ନିଜ ପୁଆର ଡେଟ୍‌ ଅଫ୍‌ ବାର୍ଥ କିପରି ଜାଣିପାରିଲେ ନାହିଁ ତାହା ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ପ୍ରକୃତରେ ନାୟକ ଏ କଥା ଜାଣି ପାରି ନ ଥିଲେ ନା ଓସିଏ କର୍ମକର୍ତ୍ତା ଜାଣିଶୁଣି ଏମିତି ବୟସ ଜାଲିଆତି କରୁଥିଲେ ତାହା ଏବେ ତଦନ୍ତ ସାପେକ୍ଷ।

ଓସିଏ ସିଇଓ ବିଦ୍ୟୁତ୍‌ କୁମାର ନାୟକ କହିଛନ୍ତି, “ଶୁଭମ୍‌ ନାୟକର ଜନ୍ମ ଓ ତା’ର ପାଠପଢାରେ ଯେଉଁ ତାରିଖ ପଡିଥିଲା ଭିନ୍ନ ଭିନ୍ନ ଥିଲା। ୧୦୧୨-୧୩ରେ ଟିଡବ୍ଲ୍ୟୁଟି-୩ ଟେଷ୍ଟ ରେଜଲ୍ଟରେ ତା’ର ବୋନ୍‌ ଏଜ୍‌ ନିରୂପଣ ହୋଇଥିଲା। ସେଥିରେ ସେ ୧୯ ବର୍ଷରୁ କମ୍‌ ଦଳରେ ୩ ବର୍ଷ ଖେଳିବାକୁ ଯୋଗ୍ୟ ଥିଲା।”

କେବଳ ଶୁଭମ୍‌ ନୁହନ୍ତି ବୟସ ଜାଲିଆତିରେ ୩୦ରୁ ଅଧିକ ଖେଳାଳି ସିବିଆଇ ସ୍କାନରକୁ ଆସିଛନ୍ତି।

ଏ ସମ୍ପର୍କରେ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି, “ସିବିଆଇ ତଦନ୍ତକୁ ଆମେ ସ୍ୱାଗତ କରୁଛି। ସିବିଆଇ ବହୁ ଦିନରୁ ଏହି ଘଟଣାର ତଦନ୍ତ କରୁଛନ୍ତି। ଆଗରୁ ସିବିଆଇ ଆମକୁ ଯେଉଁ ତଥ୍ୟ ମାଗିଥିଲେ ତାହା ଆମେ ଦେଇଛୁ।  ବୟସକୁ ନେଇ ସିବିଆଇ ସ୍ୱତନ୍ତ୍ର ନିମୟ ପ୍ରଣୟନ କରନ୍ତୁ”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story