ଚମକିଲେ ଓଡ଼ିଆ ଝିଅ: ଭାରତୀୟ ଅର୍ଥ ସେବା ପରୀକ୍ଷାରେ ମନୀଷା ତୃତୀୟ, ଅର୍ଥନୈତିକ ସଂସ୍କାରକୁ ନେଇ କଣ କହିଛନ୍ତି ପଢ଼ନ୍ତୁ

ନୂଆଦିଲ୍ଲୀ/ରାଉରକେଲା (ଓଡ଼ିଶା ରିପୋର୍ଟର): ଯେ କୌଣସି ଅର୍ଥନୈତିକ ସଂସ୍କାର ହେଲେ ଫଳ ଶୀଘ୍ର ମିଳେ ନାହିଁ। ଏଥିପାଇଁ ଅପେକ୍ଷା କରିବାକୁ ପଡେ। ଆଶା କରୁଛି ଭାରତର ଅର୍ଥନୀତି ଶୀଘ୍ର ସୁଧୁରିଯିବ। ଏପରି କହିଛନ୍ତି ଭାରତୀୟ ଅର୍ଥ ସେବା ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଓଡ଼ିଆ ଝିଅ ମନୀଷା ଖୁଣ୍ଟିଆ। ଆଜି ଭାରତୀୟ ଅର୍ଥ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କୃତକାର୍ଯ୍ୟ ହୋଇଥିବା ମୋଟ ୧୫ ଜଣଙ୍କ ମଧ୍ୟରେ ମନୀଷା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। […]

ias girl

ias girl

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 06:34 PM IST

Sports

Latest News

ନୂଆଦିଲ୍ଲୀ/ରାଉରକେଲା (ଓଡ଼ିଶା ରିପୋର୍ଟର): ଯେ କୌଣସି ଅର୍ଥନୈତିକ ସଂସ୍କାର ହେଲେ ଫଳ ଶୀଘ୍ର ମିଳେ ନାହିଁ। ଏଥିପାଇଁ ଅପେକ୍ଷା କରିବାକୁ ପଡେ। ଆଶା କରୁଛି ଭାରତର ଅର୍ଥନୀତି ଶୀଘ୍ର ସୁଧୁରିଯିବ। ଏପରି କହିଛନ୍ତି ଭାରତୀୟ ଅର୍ଥ ସେବା ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଓଡ଼ିଆ ଝିଅ ମନୀଷା ଖୁଣ୍ଟିଆ।

ଆଜି ଭାରତୀୟ ଅର୍ଥ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କୃତକାର୍ଯ୍ୟ ହୋଇଥିବା ମୋଟ ୧୫ ଜଣଙ୍କ ମଧ୍ୟରେ ମନୀଷା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମନୀଷାଙ୍କ ଘର ରାଉରକେଲା ଅଞ୍ଚଳରେ। ତାଙ୍କ ବାପା ବିଜୟ ଖୁଣ୍ଟିଆ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ(ଆର୍‌ଏସ୍‌ପି)ର ଡିଜିଏମ୍‌ ଅଛନ୍ତି।

ମନୀଷା ରାଉରକେଲାର କାଲମେଲ୍‌ ହାଇକସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଦିଲ୍ଲୀ ଚାଲି ଯାଇଥିଲେ। ସେଠାରେ ସେ ଇନ୍ଦ୍ରପ୍ରସାଦ ମହିଳା ମହାବିଦ୍ୟାଳୟ ଓ ଜବାହରଲାଲ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story