ଆଜି ଗୃହରେ ଉଠିପାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ

ଭୁବନେଶ୍ୱର: ଆଜି ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ବରଗଡ଼ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠିପାରେ। ଗତକାଲି ଗୃହରେ ମିଥ୍ୟା ତଥ୍ୟ ରଖିବା ଅଭିଯୋଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲା କଂଗ୍ରେସ। ଆଜି ଚାଷୀ ଆତ୍ମହତ୍ୟା ଘଟଣାର ଦ୍ୱିତୀୟ ତଦନ୍ତ ରିପୋର୍ଟରେ କଣ ରହିଛି ସେନେଇ ଗୃହରେ ଝଡ଼ ଉଠିପାରେ। ଏହାସହ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରେ। ଏହା ୧୪ ଦିନ ଧରି ଚାଲିବ। ପରେ […]

Odisha-Assembly

Odisha-Assembly

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 07:37 AM IST

Sports

Latest News

ଭୁବନେଶ୍ୱର: ଆଜି ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ବରଗଡ଼ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠିପାରେ। ଗତକାଲି ଗୃହରେ ମିଥ୍ୟା ତଥ୍ୟ ରଖିବା ଅଭିଯୋଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲା କଂଗ୍ରେସ।

ଆଜି ଚାଷୀ ଆତ୍ମହତ୍ୟା ଘଟଣାର ଦ୍ୱିତୀୟ ତଦନ୍ତ ରିପୋର୍ଟରେ କଣ ରହିଛି ସେନେଇ ଗୃହରେ ଝଡ଼ ଉଠିପାରେ। ଏହାସହ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରେ। ଏହା ୧୪ ଦିନ ଧରି ଚାଲିବ। ପରେ ବ୍ୟୟ ମଞ୍ଜୁର ବିଲ୍‌ ପାସ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos