ଓଡ଼ିଶା ବଜାରରେ ନକଲି ଔଷଧ

ଭୁବନେଶ୍ୱର: ଓଡିଶା ବଜାରରେ ନକଲି ଔଷଧ। ଏଥିରେ ଆଣ୍ଟି ବାଇଓଟିକଠାରୁ ଆରମ୍ଭ କରି ଥଣ୍ଡା ଓ ଜ୍ୱର ପାଇଁ ବ୍ୟବହାର ହେଉଥିବା ପ୍ରାୟ ୬୯ ପ୍ରକାରର ଔଷଧ ରହିଛି। ନକଲି ଔଷଧ ଯୋଗାଉଥିବା କମ୍ପାନୀର ଚେର ହିମାଚଳ ପ୍ରଦେଶରୁ ରାଜସ୍ଥାନ ପର୍ଯ୍ୟନ୍ତ ଲମ୍ୱିଛି। ରାଜ୍ୟର ୬ଟି ଜିଲ୍ଲାର ବିଭିନ୍ନ ମେଡିସିନ ଷ୍ଟୋରରେ ଏପରି ନକଲି ଔଷଧ ବିକ୍ରି ହେଉଛି। କିଛି ସ୍ଥାନରୁ ଏପରି ମେଡିସନ ମଧ୍ୟ ଜବତ କରାଯାଇଛି। ଓଡିଶାକୁ ନକଲି ଔଷଧ ଯୋଗାଇଥିବା ଅଭୟ ହେଲଥ […]

medicin

medicin

Rakesh Mallick
  • Published: Monday, 09 November 2015
  • Updated: 09 November 2015, 02:17 PM IST

Sports

Latest News

ଭୁବନେଶ୍ୱର: ଓଡିଶା ବଜାରରେ ନକଲି ଔଷଧ। ଏଥିରେ ଆଣ୍ଟି ବାଇଓଟିକଠାରୁ ଆରମ୍ଭ କରି ଥଣ୍ଡା ଓ ଜ୍ୱର ପାଇଁ ବ୍ୟବହାର ହେଉଥିବା ପ୍ରାୟ ୬୯ ପ୍ରକାରର ଔଷଧ ରହିଛି। ନକଲି ଔଷଧ ଯୋଗାଉଥିବା କମ୍ପାନୀର ଚେର ହିମାଚଳ ପ୍ରଦେଶରୁ ରାଜସ୍ଥାନ ପର୍ଯ୍ୟନ୍ତ ଲମ୍ୱିଛି। ରାଜ୍ୟର ୬ଟି ଜିଲ୍ଲାର ବିଭିନ୍ନ ମେଡିସିନ ଷ୍ଟୋରରେ ଏପରି ନକଲି ଔଷଧ ବିକ୍ରି ହେଉଛି। କିଛି ସ୍ଥାନରୁ ଏପରି ମେଡିସନ ମଧ୍ୟ ଜବତ କରାଯାଇଛି। ଓଡିଶାକୁ ନକଲି ଔଷଧ ଯୋଗାଇଥିବା ଅଭୟ ହେଲଥ କେୟାର କେରଳ, ତାମିଲନାଡୁ, ଗୁଜରାଟ କର୍ଣ୍ଣାଟକ, ମଧ୍ୟପ୍ରଦେଶ ପରି ୧୨ ଟି ରାଜ୍ୟକୁ ଏଭଳି ମେଡିସନ ଯୋଗାଇଛି। ଏବେ ବଜାରରୁ କେମିତି ଏହି ନକଲି ଔଷଧକୁ ପ୍ରତ୍ୟାହାର କରାଯିବା ତାହା ଏବେ ବଡ଼  ଚ୍ୟାଲେଞ୍ଜ ହୋଇଛି।

ବଜାରରେ ଓବିଥ୍ରାଲ ବ୍ରାଣ୍ଡର ଆଜିଥ୍ରୋମାଇସିନ ମିଳୁଛି। ଯାହା ବହୁଳ ବ୍ୟବହାର ହେଉଥିବା ଏକ ଆଣ୍ଟି ବାଇଟିକ। ଥଣ୍ଡା ରୋଗ ପାଇଁ ବ୍ୟବହାର ହେଉଥିବା ଏଲସି ମନ ବ୍ରାଣ୍ଡର ଲିଭୋସେଟ୍ରିଜିନ, ଗ୍ୟାସଷ୍ଟିକ ପାଇଁ ଓରିରାବ ଡିଏସଆର ବି ଭଳି ନକଲି ଔଷଧ ମିଳୁଛି। ଓବିକ୍ଲାଭ-୬୨୫, ଏମଇକ୍ଲାଭ- ୬୨୫, ଟି କ୍ଲାଭ-୬୨୫ ପରି ବହୁଳ ବ୍ୟବହାର ହେଉଥିବା ଆଣ୍ଟି ବାଇଓଟିକ୍ ମଧ୍ୟ ନକଲି। ଅଭୟ ହେଲଥ କେୟାର ଦ୍ୱାରା ପ୍ରସ୍ତୁତ ଏସବୁ ଔଷଧ ନକଲି ବୋଲି ଜଣାପଡିବା ପରେ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ସଜାଗ ହୋଇଉଠିଛି। ସୂଚନାଯୋଗ୍ୟ ଯେ, ବଜାରରେ ନକଲି ଔଷଧ ବିକ୍ରି ହେଥିବା ସନ୍ଦେହ ଉପୁଜିଥିଲା ପେଟଗରମ ପାଇଁ ବ୍ୟବହାର ହେଉଥିବା ଟି-ସିଟ୍ରା ନାମକ ଏହି ମେଡିସିନରୁ। ଏହାର ଉତ୍ପାଦନକାରୀ ଅଭୟ ହେଲଥକେୟାର ଠିକଣା ରହିଛି ହିମାଚଳ ପ୍ରଦେଶରେ। ଖୋଳତାଡ ପରେ ସେଠାରେ ଏମିତି କମ୍ପାନୀ ନ ଥିବା ଜଣାପଡିଥିଲା। ତେବେ ରାଜସ୍ଥାନ ଜୟପୁରର ଆସେଣ୍ଟ ଫ।ର୍ମା ଓ ଓସନ ଅର୍ଗାନିକ ଏହି ଔଷଧ ସପ୍ଲାଇ କରୁଥିବା ନଜରକୁ ଆସିଥିଲା। ଏହାପରେ ଜୟପୁର ଓ ଓଡିଶା ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ମିଳିତ ଭାବେ କମ୍ପାନୀ ଉପରେ ଚଢାଉ କରିଥିଲା ବୋଲି ଡ୍ରଗ୍ସ କଣ୍ଟ୍ରୋଲର ହୃଷିକେଶ ମହାପାତ୍ର କହିଛନ୍ତି।

କଟକ, ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାକୁ ଏସବୁ ନକଲି ଔଷଧ ଯାଇଥିବା ଜଣାପଡିଛି। କିଛି ସ୍ଥାନରୁ ଏହି ମେଡିସିନ ଜବତ ବି ହୋଇଛି। ଅନ୍ୟସବୁ ଜିଲ୍ଲାର ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଅଭୟ ହେଲଥକେୟାର ଦ୍ୱାରା ପ୍ରସ୍ତୁତ ମେଡିସିନକୁ ଜବତ ପାଇଁ ନିର୍ଦ୍ଦେଶ ଦିଆଯାଇ ଥିବା ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର (ଇଣ୍ଡଷ୍ଟ୍ରି) ଅଶୋକ କୁମାର ପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story