ନବୀନଙ୍କ ରଣନୀତି; ଜୁଲାଇ ୧ରୁ ଗାଁକୁ ଚାଲ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ହେଉଛି ବିଜୁ ଜନତା ଦଳ(ବିଜେଡି)ର ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ  ଜୁଲାଇ ୧ ତାରିଖରୁ ବିଜେଡି ଆରମ୍ଭ କରିବ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ। ବିଜେଡି ସରକାରର ଚତୁର୍ଥ ପାଳିର ତିନି ବର୍ଷ ପୂର୍ତ୍ତି ଅବସରରେ ଆଜି ଏହି ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି,“ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପୂର୍ବରୁ ମନ୍ତ୍ରୀ, ପର୍ଯ୍ୟବେକ୍ଷକମାନେ ଜିଲ୍ଲାକୁ ଯିବେ। ଜିଲ୍ଲା […]

cm 2

cm 2

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 09:49 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ହେଉଛି ବିଜୁ ଜନତା ଦଳ(ବିଜେଡି)ର ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ  ଜୁଲାଇ ୧ ତାରିଖରୁ ବିଜେଡି ଆରମ୍ଭ କରିବ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ। ବିଜେଡି ସରକାରର ଚତୁର୍ଥ ପାଳିର ତିନି ବର୍ଷ ପୂର୍ତ୍ତି ଅବସରରେ ଆଜି ଏହି ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି,“ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପୂର୍ବରୁ ମନ୍ତ୍ରୀ, ପର୍ଯ୍ୟବେକ୍ଷକମାନେ ଜିଲ୍ଲାକୁ ଯିବେ। ଜିଲ୍ଲା ସଭାପତିଙ୍କୁ ଧରି କର୍ମୀ ସମ୍ମିଳନୀ ଆୟୋଜନ କରିବେ। ମେ ୨୪ରୁ ଜୁନ୍ ୩୦ ଯାଏଁ ଏସବୁ କାର୍ଯ୍ୟକ୍ରମ ଚାଲିବ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସରିଲେ ଜୁଲାଇ ୧ରୁ ହେବ ଗାଁ ଗସ୍ତ ଯୋଜନା। ଜିଲ୍ଲା ସଭାପତି, ବିଧାୟକ, ସ୍ଥାନୀୟ ନେତାମାନେ ମଧ୍ୟ ପଞ୍ଚାୟତକୁ ଯିବେ।  ସେଠାରେ ସମ୍ମିଳନୀ କରି ସରକାରଙ୍କ ସଫଳତା ବୁଝାଇବେ।”

ସେ ଆହୁରି କହିଛନ୍ତି,“ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଅନେକ ଲୋକ ବିଜେଡିରେ ଯୋଗଦେବାକୁ ଭେଟୁଛନ୍ତି। ବହୁ ଯୁବ ସ୍ୱେଚ୍ଛାସେବୀ ମଧ୍ୟ ବିଜେଡି ପାଇଁ କାମ କରିବାକୁ ଆଗେଇ ଆସୁଛନ୍ତି। ସେଥିପାଇଁ ବିଜୁ ସାଥୀ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।”

ବିରୋଧୀଙ୍କୁ ଟାର୍ଗେଟ କରି ନବୀନ କହିଥିଲେ,“କିଛି ଦଳ ଅଯଥା ଅପପ୍ରଚାରରେ ବିଶ୍ୱାସ କରୁଛନ୍ତି।”

ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିକୁ କାଗଜ ବାଘ ସହିତ ତୁଳନା କରିଛନ୍ତି।

ସେ କହିଛନ୍ତି,“ଆଗରୁ କଂଗ୍ରେସ ଦଳ ଆମର ପ୍ରତିଦ୍ୱନ୍ଦ୍ୱୀ ଥିଲା। ଏବେ ୩ ବର୍ଷ ହେଲା ଆଉ ଏକ କାଗଜ ବାଘ ସାମ୍ନାକୁ ଆସିଛି। ଆଜି ଶପଥ ନେବା କାଗଜ ବାଘକୁ ଡରିବାନି। କାଗଜ ବାଘ କାହାର କିଛି କ୍ଷତି କରିପାରେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story