୬ଟି ସାମଗ୍ରୀ ଉପରେ ଷ୍ଟେଟ୍‌ ଜିଏସ୍‌ଟି ଛାଡ଼; ରାଜ୍ୟ କ୍ୟାବିନେଟ୍‌ ନେଲା ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ଜିଏସ୍‌ଟି ଲାଗୁ ନେଇ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ଷ୍ଟେଟ୍ ଜିଏସ୍‌ଟି ଲାଗୁ ନେଇ ପ୍ରସ୍ତାବ ଉପରେ ମୋହର ବାଜିଛି। ପ୍ରସ୍ତାବ ଅନୁଯାୟୀ ମୋଟ ୬ଟି ସାମଗ୍ରୀକୁ ଛାଡ଼ି ଅନ୍ୟ ସବୁଥିରେ ଷ୍ଟେଟ୍ ଜିଏସ୍‌ଟି ଲାଗୁ ହେବ। ଏହିସବୁ ସାମଗ୍ରୀ ଭିତରେ ରହିଛି ୫ଟି ପେଟ୍ରୋଲିୟମ୍ ଉତ୍ପାଦ ଓ ଅନ୍ୟଟି ଆଲ୍‌କହଲ୍। ଷ୍ଟେଟ୍ ଜିଏସ୍‌ଟି ଛାଡ଼ ହେବାକୁ ଥିବା ୫ଟି ପେଟ୍ରୋଲିୟମ୍ […]

Odisha cabinet approves GST

Odisha cabinet approves GST

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 07:51 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଜିଏସ୍‌ଟି ଲାଗୁ ନେଇ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ଷ୍ଟେଟ୍ ଜିଏସ୍‌ଟି ଲାଗୁ ନେଇ ପ୍ରସ୍ତାବ ଉପରେ ମୋହର ବାଜିଛି। ପ୍ରସ୍ତାବ ଅନୁଯାୟୀ ମୋଟ ୬ଟି ସାମଗ୍ରୀକୁ ଛାଡ଼ି ଅନ୍ୟ ସବୁଥିରେ ଷ୍ଟେଟ୍ ଜିଏସ୍‌ଟି ଲାଗୁ ହେବ। ଏହିସବୁ ସାମଗ୍ରୀ ଭିତରେ ରହିଛି ୫ଟି ପେଟ୍ରୋଲିୟମ୍ ଉତ୍ପାଦ ଓ ଅନ୍ୟଟି ଆଲ୍‌କହଲ୍। ଷ୍ଟେଟ୍ ଜିଏସ୍‌ଟି ଛାଡ଼ ହେବାକୁ ଥିବା ୫ଟି ପେଟ୍ରୋଲିୟମ୍ ଉତ୍ପାଦ ହେଲା ପେଟ୍ରୋଲ, ଡିଜେଲ୍, କ୍ରୁଡ୍ ଅଏଲ୍, ଆଭିଏସନ୍ ଫୁଏଲ୍ ଓ ନେଚୁରାଲ୍ ଗ୍ୟାସ୍।

ଷ୍ଟେଟ୍ ଜିଏସ୍‌ଟି ସହିତ ମୋଟ ୧୧ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ମୁଗ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଭାଟ୍ ଛାଡ଼ ନିଷ୍ପତ୍ତି ହୋଇଛି। ଏଣିକି ମାର୍କଫେଡ୍ ଜରିଆରେ କେଜି ପିଛା ୫୨ ଟଙ୍କା ୨୫ ପଇସା ଦରରେ ଚାଷୀଙ୍କଠାରୁ ମୁଗ କିଣାଯିବ। ରାଜ୍ୟ ସରକାର ଏଥିପାଇଁ ବାର୍ଷିକ ୨ କୋଟି ଟଙ୍କା କ୍ଷତି ସହିବେ।

କୃଷି ବିଭାଗ ଭିଏଡବ୍ଲ୍ୟୁ ନିଯୁକ୍ତି ଓ ପଦୋନ୍ନତି ଯୋଗ୍ୟତା ସଂଶୋଧନ ହୋଇଛି। ଭିଏଡବ୍ଲ୍ୟୁ ପାଇଁ ସର୍ବନିମ୍ନ ଯୋଗ୍ୟତା ପ୍ଲସ୍-ଟୁ ରଖାଯାଇଛି। ସେହିପରି କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ପାଇଁ ବିଦ୍ୟୁତ କର ୟୁନିଟ୍ ପିଛା ୩୦ ପଇସାରୁ ୫୫ ପଇସାକୁ ବୃଦ୍ଧି କରାଯାଇଛି। ଏ  ବାବଦକୁ ରାଜ୍ୟ ସରକାର ୮୭୫ କୋଟି ଟଙ୍କା ଅଧିକ ରାଜସ୍ୱ ପାଇବେ। କଳିଙ୍ଗ ନଗର ଗୁଳିକାଣ୍ଡ ତଦନ୍ତ କମିଶନ ରିପୋର୍ଟକୁ ମଞ୍ଜୁରି ସହ ୧୧ଟି ରେଳ ପ୍ରକଳ୍ପ ଉପରୁ ଷ୍ଟାମ୍ପ ଡ୍ୟୁଟି ଛାଡ଼ ନେଇ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story