ସିବିଏସ୍‌ଇ ରେଜଲ୍ଟ ବିଭ୍ରାଟ: ଜାଭଡେକରଙ୍କୁ ଭେଟିଲା ଅଭିଭାବକ ମହାସଂଘ

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ବିଭ୍ରାଟ ନେଇ ଆଜି ଦିଲ୍ଲୀରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ୫ ଦଫା ସମ୍ୱଳିତ ଦାବିପତ୍ର ଓ ସଂଗୃହୀତ ହୋଇଥିବା ଦସ୍ତଖତ ପ୍ରଦାନ କରିଛନ୍ତି ଅଭିଭାବକ ମହାସଂଘ। ସଂଘର କର୍ମକର୍ତ୍ତା ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ, ପୁନଃମୂଲ୍ୟାୟନ ଫି ଛାଡ଼ କରିବା, ବିଭ୍ରାଟ ଯୋଗୁ ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷାରେ ଆଡ଼ମିଶନ କ୍ଷେତ୍ରରେ କୋହଳ କରିବା ଆଦି ଦାବି ଉପରେ ମନ୍ତ୍ରୀଙ୍କ […]

CBSE result

CBSE result

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 05:14 PM IST

Sports

Latest News

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ବିଭ୍ରାଟ ନେଇ ଆଜି ଦିଲ୍ଲୀରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ୫ ଦଫା ସମ୍ୱଳିତ ଦାବିପତ୍ର ଓ ସଂଗୃହୀତ ହୋଇଥିବା ଦସ୍ତଖତ ପ୍ରଦାନ କରିଛନ୍ତି ଅଭିଭାବକ ମହାସଂଘ। ସଂଘର କର୍ମକର୍ତ୍ତା ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ, ପୁନଃମୂଲ୍ୟାୟନ ଫି ଛାଡ଼ କରିବା, ବିଭ୍ରାଟ ଯୋଗୁ ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷାରେ ଆଡ଼ମିଶନ କ୍ଷେତ୍ରରେ କୋହଳ କରିବା ଆଦି ଦାବି ଉପରେ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ତା’ସହ ବିଭ୍ରାଟରେ ସଂପୃକ୍ତ ସିବିଏସ୍ଇର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲା ମହାସଂଘ। ବୈଠକରେ କେନ୍ଦ୍ର କେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ପରେ ମହାସଂଘର ସଭାପତି ସୁନର୍ଶନ ପଟ୍ଟନାୟକ କହିଛନ୍ତି-“ଆଲୋଚନା ସଫଳ ହୋଇଛି।”

ମନ୍ତ୍ରୀ ଜାଭଡ଼େକର କହିଛନ୍ତି-“CBSE ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିବନି। ଯେଉଁ ରିଟ୍ ପିଟିସନ୍‌ କରାଯାଇଛି ତାହା ଆସନ୍ତାକାଲି ପ୍ରତ୍ୟାହାର କରାଯିବ। ଏହାଛଡ଼ା ହାଇକୋର୍ଟ ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ଗ୍ରହଣ କରାଯିବ। ପୁନଃ ମୂଲ୍ୟାୟନରେ ଯାହା ମାର୍କ ବଢ଼ିଛି ତାଙ୍କର ଫି’ ଫେରାଯିବ। ଯେଉଁ ଛାତ୍ରଛାତ୍ରୀଙ୍କ ନମ୍ବର ବଢ଼ିଛି, ସେମାନେ ମଧ୍ୟ ଫି ଫେରିପାଇବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story