କାଠ ଗଡ଼ାରେ ନବୀନ: ୨୦୧୪ ନିର୍ବାଚନୀ ଖର୍ଚ୍ଚରେ ଅନିୟମିତତା କରିଥିବା ଅଭିଯୋଗ

ଭୁବନେଶ୍ୱର: ୨୦୧୪ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ଖର୍ଚ୍ଚରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ଏନେଇ ଏକ ନିର୍ଦ୍ଦିଷ୍ଟ ଇଂରାଜୀ ନ୍ୟୁଜ୍‌ ଚ୍ୟାନେଲରେ ଖବର ପ୍ରସାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ନିର୍ବାଚନୀ ଖର୍ଚ୍ଚ ସମ୍ପର୍କିତ ତଥ୍ୟକୁ ନେଇ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ର ଆପତ୍ତି ଉଠାଇବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ସୁବାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ୧୮ […]

naveen-high-court

naveen-high-court

Rakesh Mallick
  • Published: Friday, 21 July 2017
  • Updated: 21 July 2017, 10:42 PM IST

Sports

Latest News

ଭୁବନେଶ୍ୱର: ୨୦୧୪ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ଖର୍ଚ୍ଚରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ଏନେଇ ଏକ ନିର୍ଦ୍ଦିଷ୍ଟ ଇଂରାଜୀ ନ୍ୟୁଜ୍‌ ଚ୍ୟାନେଲରେ ଖବର ପ୍ରସାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ନିର୍ବାଚନୀ ଖର୍ଚ୍ଚ ସମ୍ପର୍କିତ ତଥ୍ୟକୁ ନେଇ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ର ଆପତ୍ତି ଉଠାଇବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ସୁବାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ୧୮ ତାରିଖରେ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ନୋଟିସ୍ କରି ତଥ୍ୟ ମାଗିଛନ୍ତି।

ଅଭିଯୋଗ ଅନୁସାରେ, ୨୦୧୪ ମସିହାରେ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନୀ ଖର୍ଚ୍ଚ ବାବଦରେ ବିଜୁ ଜନତା ଦଳର ଏସବିଆଇ ଆକାଉଣ୍ଟରୁ ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କା ଚେକ୍ ନମ୍ବର-୫୩୮୯୭୬୨୮୮ରେ ଦିଆଯାଇଥିଲା। ଯାହାକି ନବୀନ ନିଜ ସତ୍ୟପାଠରେ ମଧ୍ୟ ଦର୍ଶାଯାଇଛନ୍ତି। କିନ୍ତୁ ପୁଣିଥରେ ସମାନ ଚେକ୍ ନମ୍ବରରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ପାର୍ଟି ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ପିଟିସନରେ ଅଭିଯୋଗ କରାଯାଇଛି। ସମାନ ନମ୍ବର ଥିବା ଚେକ୍‌ରେ ନବୀନ ଓ ହାଁସଦାଙ୍କୁ କିଭଳି ଅଲଗା ଅଲଗା ତାରିଖରେ ଟଙ୍କା ଦିଆଗଲା, ତାକୁ ନେଇ ପ୍ରଶ୍ନ ଉଠିଛି। ତେଣୁ ଏହାର ତଦନ୍ତ କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା।

ଏପରି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡି ମୁଖପାତ୍ର କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି-“ବିଜେଡିର ନିର୍ବାଚନୀ କାରବାରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି। ଚେକ୍ ନମ୍ବର ଦର୍ଶାଇବାରେ ତ୍ରୁଟି ହୋଇଥାଇପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story