ପଞ୍ଚାୟତ ନିର୍ବାଚନ ଝଟକା!: ଲୋକଙ୍କ ଗୁହାରି ଶୁଣିବେ ନବୀନ

ଭୁବନେଶ୍ୱର: ଦୀର୍ଘ ୯ ବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ କୁହାରି ଶୁଣିବେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର କାମ ଜୋରସୋରରେ ଆଗେଇ ଚାଲିଛି। ସାଧାରଣଲୋକଙ୍କ ପାଇଁ ସବୁ ସୁବିଧା ସହ ନୂଆ ଷ୍ଟାଇଲରେ ଚମକିବ ଅଭିଯୋଗ ପ୍ରକୋଷ୍ଠ। ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ୧୦ ତାରିଖରୁ ଖୋଲିବ। ଏଥର ଅଫିସର୍ ନୁହଁନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଶୁଣିବେ ଲୋକଙ୍କ ଗୁହାରି। ୨୦୦୮ ଅଗଷ୍ଟରେ ଶେଷ ଥର ପାଇଁ ଅଭିଯୋଗ […]

naveen_patnaik

naveen_patnaik

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 06:25 PM IST

ଭୁବନେଶ୍ୱର: ଦୀର୍ଘ ୯ ବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ କୁହାରି ଶୁଣିବେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର କାମ ଜୋରସୋରରେ ଆଗେଇ ଚାଲିଛି। ସାଧାରଣଲୋକଙ୍କ ପାଇଁ ସବୁ ସୁବିଧା ସହ ନୂଆ ଷ୍ଟାଇଲରେ ଚମକିବ ଅଭିଯୋଗ ପ୍ରକୋଷ୍ଠ।

ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ୧୦ ତାରିଖରୁ ଖୋଲିବ। ଏଥର ଅଫିସର୍ ନୁହଁନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଶୁଣିବେ ଲୋକଙ୍କ ଗୁହାରି। ୨୦୦୮ ଅଗଷ୍ଟରେ ଶେଷ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। ତା’ପରେ ୯ ବର୍ଷ ହେଲା ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା। ଏହାକୁ ନେଇ ବିରୋଧୀ ଦଳ, ସାମାଜିକ ସଙ୍ଗଠନ, ସାଧାରଣ ଲୋକେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ଏମିତିକି ବିଧାନସଭାରେ ବି ବିଧାୟକ ଦିଲ୍ଲୀପ ରାୟ ଏବଂ ଅନ୍ୟ ବିଧାୟକମାନେ ପ୍ରଶ୍ନ ପଚାରି ତୁମ୍ବିତୋଫାନ କରିଥିଲେ। କିନ୍ତୁ ଶେଷରେ ସ୍ଥିର ହୋଇଛି ଏଥର ଅଭିଯୋଗ ପ୍ରକୋଷ୍ଠକୁ ଯିବେ ମୁଖ୍ୟମନ୍ତ୍ରୀ। ଲୋକଙ୍କ ଗୁହାରି ଶୁଣିବେ। ଲୋକେ ମଧ୍ୟ ଆଶା କରିଛନ୍ତି ସେମାନଙ୍କ ଅଭିଯୋଗ ସମାଧାନ ହେବ।

ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି-“ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀ ନିଜେ ଯିବା ଲୋକଙ୍କ କଥା ଶୁଣିବେ। ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ କଥା।”

ଦୀର୍ଘ ଦିନ ପରେ ନବୀନ ହଠାତ ଅଭିଯୋଗ ପ୍ରକଷ୍ଠ ଯିବାକୁ କାହିଁକି ସ୍ଥିର କଲେ। ପଞ୍ଚାୟତ ନିର୍ବାଚନ ଝଟକା ପରେ ଏହା କୋର୍ସ କରେକ୍ସନ୍ ନୁହେଁ ତ। ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ଏହା ବାଧ୍ୟବାଧକତା ନା ପ୍ରକୃତରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠକୁ ୯ ବର୍ଷ ପରେ ଯିବା ନେଇ ବିରୋଧୀ କଡା ସମାଲୋଚନା କରିଛନ୍ତି

ରାଷ୍ଟ୍ରୀୟ ମୁଖପାତ୍ର ବିଜେପି ସମ୍ବିତ ପାତ୍ର କହିଛନ୍ତି-“ନବୀନ ବାବୁଙ୍କ ନିଦ ଭାଙ୍ଗିଲା। ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଲୋକଙ୍କ ଗୁହାରି ଶୁଣିବେ ବୋଲି କହୁଛନ୍ତି। କିନ୍ତୁ ଲୋକେ ଜାଣିସାରିଲେଣି ନବୀନ ବାବୁଙ୍କ ସରକାର ଆସିବାର ନାହିଁ।”

କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ କହିଛନ୍ତି-“ଆଗକୁ ନିର୍ବାଚନ ଥିବାରୁ ନବୀନ ବାବୁ ଅଭିଯୋଗ ପ୍ରକୋଷ୍ଠକୁ ଯିବା ପାଇଁ କହୁଛନ୍ତି। କିନ୍ତୁ ଏଥିରୁ କିଛି ଲାଭ ମିଳିବନାହିଁ।”

୨୦୦୦ ମସିହାରୁ ୨୦୦୮ ଭିତରେ ପ୍ରାୟ ୭୬ ଥର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ।   ଏବେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ହେବାକୁ ଯୋଜନା କରିଥିବାରୁ ଲୋକଙ୍କ ଅଭିଯୋଗ, ସମସ୍ୟାର ସମାଧାନ ତୁରନ୍ତ ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story