ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ପହଲି ରଜ। ରଜ ଅବସରରେ ରାଜ୍ୟବାସୀଙ୍କୁ ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ସୁଖ ଓ ସମୃଦ୍ଧି କାମନା କରିଛନ୍ତି।

ସେ ଲେଖିଛନ୍ତି, “ମାଟି ମାଆର ଆର୍ଶୀବାଦରୁ ଭଲ ଫସଲ ହେଉ। ଝିଅ ଓ ମହିଳାଙ୍କ ଦ୍ୱାରା ପାଳିତ ରଜ ପର୍ବ ଆମର ଅନନ୍ୟ ପରମ୍ପରା ଅଟେ।”