ମିଶନ ୧୨୦: ବାକଯୁଦ୍ଧରେ ସାମିଲ ହେଲେ ନବୀନ, ବିଜେପି କହିଲା ମୁଖ୍ୟମନ୍ତ୍ରୀ ସନ୍ଦେହୀ

ଭୁବନେଶ୍ୱର: ୨୦୧୯ ବିଧାନସଭା ନିର୍ବାଚନରେ କିଏ ଜିତିବ ବାଜି। ତାକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ୍‌ରେ ଚାଲିଛି ବାକଯୁଦ୍ଧ। ସବୁ ଦଳ ସରକାର ଗଢିବାକୁ ଦାବି କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ୍‌ ୧୨୦କୁ ନେଇ ରାଜ୍ୟ ବିଜେପି ଆଗକୁ ବଢୁଛି। ବିଜେଡି ମଧ୍ୟ ପଛରେ ପଡିନାହିଁ। ଦଳ ୧୨୦ରୁ ଅଧିକ ଆସନ ଜିତିବ ବୋଲି ବିଜେଡି ପକ୍ଷରୁ ମଧ୍ୟ ଦାବି କରାଯାଉଛି।  ଆଜି ଏଥିରେ ନିଜେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ […]

Rakesh Mallick
  • Published: Wednesday, 06 September 2017
  • Updated: 06 September 2017, 02:00 PM IST

Sports

Latest News

ଭୁବନେଶ୍ୱର: ୨୦୧୯ ବିଧାନସଭା ନିର୍ବାଚନରେ କିଏ ଜିତିବ ବାଜି। ତାକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ୍‌ରେ ଚାଲିଛି ବାକଯୁଦ୍ଧ। ସବୁ ଦଳ ସରକାର ଗଢିବାକୁ ଦାବି କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ୍‌ ୧୨୦କୁ ନେଇ ରାଜ୍ୟ ବିଜେପି ଆଗକୁ ବଢୁଛି। ବିଜେଡି ମଧ୍ୟ ପଛରେ ପଡିନାହିଁ। ଦଳ ୧୨୦ରୁ ଅଧିକ ଆସନ ଜିତିବ ବୋଲି ବିଜେଡି ପକ୍ଷରୁ ମଧ୍ୟ ଦାବି କରାଯାଉଛି।  ଆଜି ଏଥିରେ ନିଜେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ୧୨୦ ପ୍ରସଙ୍ଗ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ।ସେ କହିଛନ୍ତି, “ବିଜେପି ଏତେ ଅଧିକ ଆସନ ହାସଲ କରିବା ଉପରେ ସନ୍ଦେହ ହେଉଛି।”

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଆସିବା ପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖାଯିବା ସହ ତାଙ୍କୁ ଟାର୍ଗେଟ କରାଯାଇଛି। ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି- “ନବୀନ ଜଣେ ସନ୍ଦେହୀ ଲୋକ। ସେ କାହା ଉପରେ ବିଶ୍ୱାସ କରନ୍ତି ନାହିଁ। ଏପରିକି ନିଜ ଦଳର ଲୋକଙ୍କୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ। ବିଜେଡି ଦଳର ଲୋକ ଗୋଟିଏ ସ୍ୱରରେ କଥା ହୁଅନ୍ତି ନାହିଁ।”

ସେ ଆହୁରି କହିଛନ୍ତି- “ନବୀନ ଆଗରୁ କେବେ ପରାଜୟ ଦେଖିନାହାନ୍ତି। ଏଥର ପରାଜୟର ସ୍ୱାଦ ଚାଖିବାର ବେଳ ଆସିଛି। ସେଥିପାଇଁ ଏହିଭଳି ବକ୍ତବ୍ୟ ଦେଉଛନ୍ତି। ଓଡ଼ିଶାବାସୀ  ବିଜେପି ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି। କଂଗ୍ରେସ ଶୋଇଯାଇଛି, କଂଗ୍ରେସର ବଜେଡି ସହ ବୁଝାମଣା ହୋଇଯାଇଛି।”

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି,“ ଓଡ଼ିଶାରେ ଅମିତ ଶାହାଙ୍କ ମିଶନ୍‌ ୧୨୦ ସଫଳ ହେବ। ଓଡ଼ିଶା ଏବେ ବିକାଶର ମୁଖ୍ୟଧାରାକୁ ଆସିବା ଦରକାର। ଓଡ଼ିଶା ଲୋକଙ୍କ ଚିନ୍ତାଧାରା ବଦଳିଛି। ପଞ୍ଚାୟତ ନିର୍ବାଚନର ଫଳ ଏହାର ପ୍ରମାଣ।ଅମିତଙ୍କ ଗସ୍ତରୁ କର୍ମୀଙ୍କୁ ବଳ ମିଳିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story