ଶୁଣୁ ନାହାଁନ୍ତି ରମଣ, ମୋଦି ତୁମେ କହିଦିଅ: ପାଣି ପାଇଁ ଡାକ ପଠାଇଲେ ନବୀନ

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଲମା ବ୍ୟାରେଜରେ ଗେଟ୍ ବନ୍ଦ ଯୋଗୁଁ ତଳମୁଣ୍ଡରେ ଥିବା ଓଡ଼ିଶାର କିଛି ଜିଲ୍ଲାରେ ପାନୀୟ ଜଳ ସଂକଟ ଦେଖାଦେଇଛି। ଏଭଳି ସ୍ଥିତିରେ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ନିର୍ମାଣ କାମ ବନ୍ଦ କରିବା, ଟ୍ରିବ୍ୟୁନାଲ ଗଠନ ଏବଂ କଲ୍‌ମା ସମେତ ଅନ୍ୟ ବ୍ୟାରେଜର ଗେଟ୍‌କୁ ଖୋଲି ଜଳ ପ୍ରବାହକୁ ସ୍ୱାଭାବିକ କରିବାକୁ ଚିଠିରେ ଦାବି କରିଛନ୍ତି […]

BeFunky Collage

BeFunky Collage

Rakesh Mallick
  • Published: Tuesday, 06 June 2017
  • Updated: 06 June 2017, 07:11 PM IST

Sports

Latest News

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଲମା ବ୍ୟାରେଜରେ ଗେଟ୍ ବନ୍ଦ ଯୋଗୁଁ ତଳମୁଣ୍ଡରେ ଥିବା ଓଡ଼ିଶାର କିଛି ଜିଲ୍ଲାରେ ପାନୀୟ ଜଳ ସଂକଟ ଦେଖାଦେଇଛି। ଏଭଳି ସ୍ଥିତିରେ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ନିର୍ମାଣ କାମ ବନ୍ଦ କରିବା, ଟ୍ରିବ୍ୟୁନାଲ ଗଠନ ଏବଂ କଲ୍‌ମା ସମେତ ଅନ୍ୟ ବ୍ୟାରେଜର ଗେଟ୍‌କୁ ଖୋଲି ଜଳ ପ୍ରବାହକୁ ସ୍ୱାଭାବିକ କରିବାକୁ ଚିଠିରେ ଦାବି କରିଛନ୍ତି ନବୀନ।

ମୁଖ୍ୟମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାର ୬ ମାସ ପରେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ। କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେବା ଯୋଗୁଁ ଛତିଶଗଡ ବିନା ବାଧାରେ ମହାନଦୀର ଉପରମୁଣ୍ଡରେ ବିବାଦୀୟ ପ୍ରକଳ୍ପ ଗୁଡିକର ନିର୍ମାଣ କାମ ଜାରି ରଖିଛି। ଏହି ପ୍ରସଙ୍ଗରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସେହିପରି ଛତିଶଗଡ ଟ୍ରିବ୍ୟୁନାଲ ଗଠନକୁ ବିରୋଧ କରିବା ସହ  କଲମା ବ୍ୟାରେଜର ଗେଟ୍ ବନ୍ଦ କରି ଜଳ ପ୍ରବାହକୁ ରୋକିଛି। ଫଳରେ ହୀରାକୁଦ ଜଳ ଭଣ୍ଡାର ଉଦ୍‌ବେଗଜନକ ସ୍ଥିତିରେ ରହିଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ଓଡିଶା ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ପାନୀୟ ଜଳସଙ୍କଟ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story