ଓଡ଼ିଶା ଭବନ ଜାଗା ଫେରାଅ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ନୂଆଦିଲ୍ଲୀରେ ଓଡ଼ିଶା ଭବନ ଜମି ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ରହିଛି-“ଓଡ଼ିଶା ଭବନ ପାଇଁ ଯେଉଁ ଜମି ମିଳିଥିଲା ତାହା ଅନ୍ୟ ରାଜ୍ୟ ତୁଳନାରେ ବହୁ କମ୍‌। ସେଥିରୁ ଅର୍ଦ୍ଧାଧିକ ଜମି ଏକ ପେଟ୍ରୋଲ ପମ୍ପକୁ ଲିଜ୍ ଦିଆଯାଇଛି। ଯାହାଦ୍ୱାରା ଓଡ଼ିଶା ଭବନର ଜାଗା ସଙ୍କୋଚିତ ହୋଇଯାଇଛି। ଫଳରେ ଓଡ଼ିଶା ଭବନ ସଂପ୍ରସାରଣ କରାଯାଇପାରୁ ନାହିଁ। ଯଥାଶୀଘ୍ର ପେଟ୍ରୋଲ ପମ୍ପ ନେଇଥିବା […]

Minor-Fire-at-Odisha-Bhawan-New-Delhi

Minor-Fire-at-Odisha-Bhawan-New-Delhi

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 11:09 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ନୂଆଦିଲ୍ଲୀରେ ଓଡ଼ିଶା ଭବନ ଜମି ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ରହିଛି-“ଓଡ଼ିଶା ଭବନ ପାଇଁ ଯେଉଁ ଜମି ମିଳିଥିଲା ତାହା ଅନ୍ୟ ରାଜ୍ୟ ତୁଳନାରେ ବହୁ କମ୍‌। ସେଥିରୁ ଅର୍ଦ୍ଧାଧିକ ଜମି ଏକ ପେଟ୍ରୋଲ ପମ୍ପକୁ ଲିଜ୍ ଦିଆଯାଇଛି। ଯାହାଦ୍ୱାରା ଓଡ଼ିଶା ଭବନର ଜାଗା ସଙ୍କୋଚିତ ହୋଇଯାଇଛି। ଫଳରେ ଓଡ଼ିଶା ଭବନ ସଂପ୍ରସାରଣ କରାଯାଇପାରୁ ନାହିଁ। ଯଥାଶୀଘ୍ର ପେଟ୍ରୋଲ ପମ୍ପ ନେଇଥିବା ଜାଗାକୁ ଓଡ଼ିଶା ଭବନକୁ ଫେରାଇ ଦିଆଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story