ଜ୍ୱାଇଁ ପାଇଁ ସୁର ସାଜିଲେ ସୁରକ୍ଷା କବଚ: କଂଗ୍ରେସରେ ବଢ଼ିଲା ବିବାଦ

ଭୁବନେଶ୍ୱର: କଂଗ୍ରେସ କଳି ଧୀରେଧୀରେ ଘନେଇବାରେ ଲାଗିଛି। ଗତକାଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବରିଷ୍ଠ ନେତା ସୁର ରାଉତରାୟ ମୁହାଁମୁହିଁ ହୋଇଥିଲେ। ଆଜି ସେହି କଳିରେ ଘିଅ ଢ଼ାଳିଛନ୍ତି ପ୍ରଫୁଲ୍ଲ ମାଝି ଓ ଯୋଗେଶ ସିଂ। ସୁରଙ୍କୁ ସମାଲୋଚନା କରି ପ୍ରଫୁଲ୍ଲ କହିଛନ୍ତି-“ଓଡ଼ିଶା କଂଗ୍ରେସ କ୍ଷତି ପରେ କ୍ଷତି ସହୁଛି। ପିସିସି ଯେଉଁପରି ଦାୟିତ୍ୱ ତୁଲାଇବା କଥା ତାହା କରୁନାହାନ୍ତି। ଏହାଛଡ଼ା ପିସିସି ସଭାପତିଙ୍କ ଶ୍ୱଶୁର  ଯେଉଁପରି ବୟାନବାଜି କରୁଛନ୍ତି ତାହା […]

congress

congress

Rakesh Mallick
  • Published: Saturday, 08 July 2017
  • Updated: 09 July 2017, 07:08 AM IST

Sports

Latest News

ଭୁବନେଶ୍ୱର: କଂଗ୍ରେସ କଳି ଧୀରେଧୀରେ ଘନେଇବାରେ ଲାଗିଛି। ଗତକାଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବରିଷ୍ଠ ନେତା ସୁର ରାଉତରାୟ ମୁହାଁମୁହିଁ ହୋଇଥିଲେ। ଆଜି ସେହି କଳିରେ ଘିଅ ଢ଼ାଳିଛନ୍ତି ପ୍ରଫୁଲ୍ଲ ମାଝି ଓ ଯୋଗେଶ ସିଂ। ସୁରଙ୍କୁ ସମାଲୋଚନା କରି ପ୍ରଫୁଲ୍ଲ କହିଛନ୍ତି-“ଓଡ଼ିଶା କଂଗ୍ରେସ କ୍ଷତି ପରେ କ୍ଷତି ସହୁଛି। ପିସିସି ଯେଉଁପରି ଦାୟିତ୍ୱ ତୁଲାଇବା କଥା ତାହା କରୁନାହାନ୍ତି। ଏହାଛଡ଼ା ପିସିସି ସଭାପତିଙ୍କ ଶ୍ୱଶୁର  ଯେଉଁପରି ବୟାନବାଜି କରୁଛନ୍ତି ତାହା ନିହାତି ନିନ୍ଦନୀୟ। ଏପରି ଯୁକ୍ତି କରିବା ପାଇଁ ସେ କିଏ? ସେ କଣ ଦଳର ଉପସଭାପତି ନା ସମ୍ପାଦନ ନା ମୁଖପାତ୍ର। ସେ କାହିଁ ବିଧାୟକମାନଙ୍କ ବିରୋଧରେ ବୟାନବାଜି କରୁଛନ୍ତି। ଦଳୀୟ କନ୍ଦଳକୁ ବ୍ୟକ୍ତିଗତ ସ୍ତରକୁ ନେଉଥିବାରୁ ଏଥିରୁ ଦୂରେଇ ରୁହନ୍ତୁ। ସେ ଯଦି ଏତେ ଟାଣୁଆ ତାହାହେଲେ ବରିଷ୍ଠ ସଦସ୍ୟା ଦଳ ଛାଡ଼ୁଛନ୍ତି ସେମାନଙ୍କୁ କଣ ପାଇଁ ଅଟକାଇ ପାରୁନାହାନ୍ତି।”

ଏହାର ଜବାବ ରଖିଛନ୍ତି ସୁର ରାଉତରାୟ। ସେ କହିଛନ୍ତି-“କାଲିଠୁ ମୋ ପାଟି ସିଲ୍ ପାଇଁ ସଭାପତି କହିଛନ୍ତି। ବାଡ଼େଇଲେ, ଗାଳି ଦେଲେ ମଧ୍ୟ କହିବିନି। କିନ୍ତୁ ପ୍ରସାଦଙ୍କୁ ଟଚ୍ କଲେ, ଶୋଇଥିଲେ ଘରୁ ଉଠାଇ ଆଣିବୁ। କିଏ ଯଦି ବାଡ଼ାଏ, କଣା କରିଦେବି, ଦଳ ଭୁଲିଯିବି। ମୁଁ ସମ୍ଭାଳିବାର ଲୋକ ନୁହେଁ।”

ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ପ୍ରଶଂସା କରି ସୁର। କହିଲେ-“ସେ ଜ୍ଞାନୀ ଲୋକ, ମୁଖ୍ୟମନ୍ତ୍ରୀ କରିଦେଲେ ଭଲ କାମ କରିବେ।”

ସୁରଙ୍କ ବୟାନ ଉପରେ ଯୋଗେଶ ସିଂହଙ୍କ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି-“ଦଳ କେମିତି ମଜବୁତ ହେବ ସେ ଚିନ୍ତା କାହାରି ନାହିଁ। ସୁର ହାସ୍ୟାସ୍ପଦ ଓ ଦୁଃଖଦାୟକ କଥା କହୁଛନ୍ତି। ପିସିସି ସଭାପତିଙ୍କ ଶ୍ୱଶୁରଙ୍କ ମନ୍ତବ୍ୟ ଯୋଗୁଁ କଂଗ୍ରେସରେ କ୍ଷତି ହେଉଛି। ସୁର କଣ ଦାଦାଗିରି କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story