କଂଗ୍ରେସ ସଜାଡ଼ିବାକୁ କମିଟି ଗଢ଼ିଲେ ସୋନିଆ

ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସରେ ଲାଗି ରହିଥିବା ଛକାପ଼ଞ୍ଝା ଭିତରେ ଓଡ଼ିଶା ପାଇଁ ୩ ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ଗଠନ କରିଛନ୍ତି ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଓଡ଼ିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ସହ ଏହି ଟିମ୍ କାମ କରିବ। ଏହି ଟିମ୍‌ ଓଡ଼ିଶା ଗସ୍ତ କରି କଂଗ୍ରେସର ସ୍ଥିତି ଅନୁଧ୍ୟାନ କରି ସୋନିଆ ଗାନ୍ଧିଙ୍କୁ ରିପୋର୍ଟ ଦେବ। ଏହି ରିପୋର୍ଟ ଆଧାରରେ ରାଜ୍ୟର ସାଂଗଠନିକସ୍ତରରେ କୌଣସି ପରିବର୍ତ୍ତନ […]

congress-bhawan-720x430

congress-bhawan-720x430

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 09:33 PM IST

Sports

Latest News

ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସରେ ଲାଗି ରହିଥିବା ଛକାପ଼ଞ୍ଝା ଭିତରେ ଓଡ଼ିଶା ପାଇଁ ୩ ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ଗଠନ କରିଛନ୍ତି ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଓଡ଼ିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ସହ ଏହି ଟିମ୍ କାମ କରିବ। ଏହି ଟିମ୍‌ ଓଡ଼ିଶା ଗସ୍ତ କରି କଂଗ୍ରେସର ସ୍ଥିତି ଅନୁଧ୍ୟାନ କରି ସୋନିଆ ଗାନ୍ଧିଙ୍କୁ ରିପୋର୍ଟ ଦେବ। ଏହି ରିପୋର୍ଟ ଆଧାରରେ ରାଜ୍ୟର ସାଂଗଠନିକସ୍ତରରେ କୌଣସି ପରିବର୍ତ୍ତନ କରାଯାଇପାରେ। ପର୍ଯ୍ୟବେକ୍ଷକ ଟିମ୍‌ରେ ସାଂସଦ ତାମ୍ରଧ୍ୱଜ  ସାହୁ, ସାଂସଦ ସୁସ୍ମିତା ଦେବ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଅଛନ୍ତି।

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସରେ ଟଣାଓଟରା ଲାଗି ରହିଛି। ଏପରିକି ବିଧାୟକ ଦଳ ଓ ପିସିସି ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗୋଷ୍ଠୀ ଦିଲ୍ଲୀରେ ହାଇକମାଣ୍ଡକୁ ଭେଟି ନିଜ ନିଜର ପକ୍ଷ ମଧ୍ୟ ରଖିଛନ୍ତି। ଏସବୁ ଭିତରେ ସୋନିଆ ଆଜି ଏହି ୩ ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ଗଠନ କରିଛନ୍ତି। ସେପଟେ ଆଜି ରାଜ୍ୟରୁ ଯାଇଥିବା ଦଳର ଓବିସି ନେତାମାନେ ଦଳର ସାଂଗଠନିକ ସ୍ଥିତି ନେଇ କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧିଙ୍କ ସହ ଦିନ ତମାମ ବିଚାରବିମର୍ଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story