ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କର: ରାଜନାଥଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ପାଇକ ବିଦ୍ରୋହ ହେଉଛି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଏହାର ୪୦ ବର୍ଷ ପରେ ସିପାହୀ ବିଦ୍ରୋହ ହୋଇଥିଲା। ତେଣୁ ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଉ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି। ଗତକାଲି ଏନେଇ ରାଜ୍ୟ କ୍ୟାବିନେଟ୍‌ରେ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା। ୧୮୧୭ ମସିହାରେ ହୋଇଥିବା ପାଇକ ବିଦ୍ରୋହ ବେଶ୍‌ ସୁଦୂର ପ୍ରସାରୀ ଥିଲା। ଗଞ୍ଜାମର ଘୁମୁସରର କନ୍ଧମେଳିରୁ ଆରମ୍ଭ […]

naveen_patnaik

naveen_patnaik

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 04:59 PM IST

Sports

Latest News

ଭୁବନେଶ୍ୱର: ପାଇକ ବିଦ୍ରୋହ ହେଉଛି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଏହାର ୪୦ ବର୍ଷ ପରେ ସିପାହୀ ବିଦ୍ରୋହ ହୋଇଥିଲା। ତେଣୁ ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଉ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି। ଗତକାଲି ଏନେଇ ରାଜ୍ୟ କ୍ୟାବିନେଟ୍‌ରେ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା।

୧୮୧୭ ମସିହାରେ ହୋଇଥିବା ପାଇକ ବିଦ୍ରୋହ ବେଶ୍‌ ସୁଦୂର ପ୍ରସାରୀ ଥିଲା। ଗଞ୍ଜାମର ଘୁମୁସରର କନ୍ଧମେଳିରୁ ଆରମ୍ଭ ହୋଇଥିବା ଏହି ବିଦ୍ରୋହ ପରବର୍ତ୍ତୀ ସମୟରେ ବାଣପୁର, ଖୋର୍ଦ୍ଧା, ପିପିଲି, ପୁରୀ, କୁଜଙ୍ଗ ପଟ୍ଟାଣ୍ଡାଇ, କେନ୍ଦୁଝର ପର୍ଯ୍ୟନ୍ତ ବ୍ୟାପୀଥିଲା। ଏଥିରେ ପାଇକ, ଜମିଦାର, ଆଦିବାସୀ, ଚାଷୀ ଆଦି ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ହୋଇଥିବା ଏହି ବିପ୍ଳବ ଆସଲରେ ଗୋରା ଶାସନ ବିରୋଧରେ ହୋଇଥିଲା। ଏଭଳି ପାଖାପାଖି ୯ଟି ଯୁକ୍ତି ରଖି ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଉ ବୋଲି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିଟରେ ଦାବି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story