ଡିଜିଙ୍କ ହେଲିକପ୍ଟର କଲା ଜରୁରୀ ଅବତରଣ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖରାପ ପାଗ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଗୋପବନ୍ଧୁ ହାଇସ୍କୁଲ ପଡିଆରେ ପୋଲିସ ଡିଜି ରାଜେନ୍ଦ୍ର ଶର୍ମାଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଛି। ଏହି ହେଲିକପ୍ଟରରେ ଡିଜିଙ୍କ ସମେତ ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜି ଅପରେସନ ମଧ୍ୟ ଥିଲେ। ପୋଲିସ ଡିଜି ମାଓ ମୁକାବିଲା ସ୍ଥିତି ସମୀକ୍ଷା କରି କନ୍ଧମାନ ଜିଲ୍ଲା ବାରଖାମାରୁ ଭୁବନେଶ୍ୱର ଫେରୁଥିବା ବେଳେ ପାଣିପାଗ ଖରାପ ହୋଇ ଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପାଇଲଟ୍‌ ହେଲିକପ୍ଟରକୁ ଜରୁରୀ ଅବତରଣ କରାଇଥିଲେ। ପୋଲିସ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 04:35 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖରାପ ପାଗ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଗୋପବନ୍ଧୁ ହାଇସ୍କୁଲ ପଡିଆରେ ପୋଲିସ ଡିଜି ରାଜେନ୍ଦ୍ର ଶର୍ମାଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଛି। ଏହି ହେଲିକପ୍ଟରରେ ଡିଜିଙ୍କ ସମେତ ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜି ଅପରେସନ ମଧ୍ୟ ଥିଲେ। ପୋଲିସ ଡିଜି ମାଓ ମୁକାବିଲା ସ୍ଥିତି ସମୀକ୍ଷା କରି କନ୍ଧମାନ ଜିଲ୍ଲା ବାରଖାମାରୁ ଭୁବନେଶ୍ୱର ଫେରୁଥିବା ବେଳେ ପାଣିପାଗ ଖରାପ ହୋଇ ଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପାଇଲଟ୍‌ ହେଲିକପ୍ଟରକୁ ଜରୁରୀ ଅବତରଣ କରାଇଥିଲେ।

ପୋଲିସ ଡିଜି ଶର୍ମା କହିଛନ୍ତି-“ମାଓ ସ୍ଥିତି ନେଇ ସମୀକ୍ଷା କରି ବାରଖମାରୁ ଫେରୁଥିବା ବେଳେ ପାଗ ବିଗିଡ଼ି ଯାଇଥିଲା। ତେଣୁ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ମାତ୍ର ହେଲିକପ୍ଟରରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story