ବିଜେପୁରକୁ ଆଉ ଏକ ଭେଟି: ଗୌରେନ ମୁଣ୍ଡା ସେବାଶ୍ରମକୁ ହାଇସ୍କୁଲ ମାନ୍ୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ଭେଟି ଦେଇଛନ୍ତି। ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ୍ ବ୍ଲକର ଗୌରେନ୍ ମୁଣ୍ଡା ସେବାଶ୍ରମକୁ ହାଇସ୍କୁଲ ମାନ୍ୟତା ପାଇଁ ଜାରି ହୋଇଛି ବିଜ୍ଞପ୍ତି। ୨୦୧୮-୧୯ ଶିକ୍ଷାବର୍ଷରୁ ଏହି ହାଇସ୍କୁଲରେ ପାଠପଢ଼ା ଆରମ୍ଭ ହେବ। ଏ ଅଞ୍ଚଳରେ ଉଚ୍ଚ ଶିକ୍ଷାର ସୁବିଧା ଲାଗି ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀମାନେ ଦାବି କରି ଆସୁଥିଲେ। ତେବେ ଆଜିର ନିଷ୍ପତ୍ତି ଅଞ୍ଚଳବାସୀଙ୍କ ଏହି ଦାବି ପୂରଣ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ […]

odisha-govt-declar-special-packgee-for-bijapur

Rakesh Mallick
  • Published: Monday, 30 October 2017
  • Updated: 30 October 2017, 07:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ଭେଟି ଦେଇଛନ୍ତି। ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ୍ ବ୍ଲକର ଗୌରେନ୍ ମୁଣ୍ଡା ସେବାଶ୍ରମକୁ ହାଇସ୍କୁଲ ମାନ୍ୟତା ପାଇଁ ଜାରି ହୋଇଛି ବିଜ୍ଞପ୍ତି। ୨୦୧୮-୧୯ ଶିକ୍ଷାବର୍ଷରୁ ଏହି ହାଇସ୍କୁଲରେ ପାଠପଢ଼ା ଆରମ୍ଭ ହେବ। ଏ ଅଞ୍ଚଳରେ ଉଚ୍ଚ ଶିକ୍ଷାର ସୁବିଧା ଲାଗି ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀମାନେ ଦାବି କରି ଆସୁଥିଲେ। ତେବେ ଆଜିର ନିଷ୍ପତ୍ତି ଅଞ୍ଚଳବାସୀଙ୍କ ଏହି ଦାବି ପୂରଣ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ସେହିପରି କେବିକେ ଅଞ୍ଚଳରେ ସରକାର ନୂଆ କରି ୯୫ଟି ହଷ୍ଟେଲ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଇଛି। ଏଥିପାଇଁ ୮୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହା ମଧ୍ୟରୁ ୬୦ଟି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟ ୩୫ଟିରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ୨୦୧୮ ଶେଷ ସୁଦ୍ଧା ଏସବୁ ହଷ୍ଟେଲଗୁଡ଼ିକର ନିର୍ମାଣ କାମ ଶେଷ ହେବ ବୋଲି ଆଜି ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story