ଆଇଓସିଏଲ୍‌ଠାରୁ ରାଜ୍ୟ ସରକାର ପାଇଲେ ୨୯୩୫ କୋଟି ଟଙ୍କା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପାରଦୀୟ ଭାରତୀୟ ତୈଳ ନିଗମ (ଆଇସିଏଲ୍‌)ଠାରୁ ଭାଟ୍‌ ବାବଦକୁ ୨୯୩୫ କୋଟି ଟଙ୍କା ରାଜ୍ୟ ସରକାର ପାଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଆଇସିଏଲ୍‌ ସିଏମ୍‌ଡି ସଞ୍ଜିବ ସିଂହ। ୨୦୧୫-୧୬ ବର୍ଷ ପାଇଁ ୨୧୫ କୋଟି, ୨୦୧୬-୧୭ ବର୍ଷ ପାଇଁ ୮୯୭ କୋଟି ଓ ୨୦୧୭-୧୮ ବର୍ଷର ଜୁଲାଇ ଶେଷ ସୁଦ୍ଧା ୮୨୩ କୋଟି ଟଙ୍କା ଆଇଓସିଏଲ ଭାଟ୍‌ ପ୍ରଦାନ କରିଛି। ସୁଧ ମୁକ୍ତ ଋଣ ପ୍ରଦାନକୁ ନେଇ ରାଜ୍ୟ ସରକାର ଓ […]

iocl

iocl

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 06:56 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପାରଦୀୟ ଭାରତୀୟ ତୈଳ ନିଗମ (ଆଇସିଏଲ୍‌)ଠାରୁ ଭାଟ୍‌ ବାବଦକୁ ୨୯୩୫ କୋଟି ଟଙ୍କା ରାଜ୍ୟ ସରକାର ପାଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଆଇସିଏଲ୍‌ ସିଏମ୍‌ଡି ସଞ୍ଜିବ ସିଂହ। ୨୦୧୫-୧୬ ବର୍ଷ ପାଇଁ ୨୧୫ କୋଟି, ୨୦୧୬-୧୭ ବର୍ଷ ପାଇଁ ୮୯୭ କୋଟି ଓ ୨୦୧୭-୧୮ ବର୍ଷର ଜୁଲାଇ ଶେଷ ସୁଦ୍ଧା ୮୨୩ କୋଟି ଟଙ୍କା ଆଇଓସିଏଲ ଭାଟ୍‌ ପ୍ରଦାନ କରିଛି।

ସୁଧ ମୁକ୍ତ ଋଣ ପ୍ରଦାନକୁ ନେଇ ରାଜ୍ୟ ସରକାର ଓ ଆଇଓସିଏଲ୍‌ ମଧ୍ୟରେ ବିବାଦ ଲାଗିଥିଲା। ବାରମ୍ୱାର ନୂଆଦିଲ୍ଲୀରେ କୋର ଗ୍ରୁପ୍‌ ବୈଠକ ବସିଥିଲା। ମାତ୍ର କୌଣସି ନିର୍ଯାସ ବାହାରି ପାରିନଥିଲା।  ତେବେ ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ ବିବାଦର ସମାଧାନ ହୋଇଥିଲା।

ଅଧିକ ପଢ଼ନ୍ତୁ: ଆଇଓସିଏଲ୍‌ ବିବାଦ: ନବୀନ କହିଲେ ସମାଧାନ ନେଇ ଆଶାବାଦୀ ଅଛି, ଧର୍ମେନ୍ଦ୍ର କହିଲେ- ସର୍ତ୍ତାବଳୀ ସୁହାଉନି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story