ଓଡ଼ିଶା ସରକାର ସ୍ପଷ୍ଟ କଲେ, ପେଟ୍ରୋଲ୍ ଉପରୁ ଭାଟ୍ ଛାଡ଼ିବୁ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଜେଡି ସରକାର ପେଟ୍ରୋଲ୍ ଦର ବୃଦ୍ଧିକୁ ନେଇ ବିଜେପିକୁ ଘେରୁଛି। କିନ୍ତୁ ନିଜ ରାଜ୍ୟରେ ପେଟ୍ରୋଲ୍‌ରେ ଲାଗିଥିବା ଭାଟ୍ କମେଇବାକୁ ପ୍ରସ୍ତୁତ ନୁହେଁ। ଆଜି ଏହା ସ୍ପଷ୍ଟ କରିଛନ୍ତି ନିଜେ ସରକାର। ଏ ସଂପର୍କରେ ପ୍ରତିକ୍ରିୟା ଦେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶା ସରକାର ପେଟ୍ରୋଲ୍ ଉପରୁ ଭାଟ୍ ଛାଡ଼ କରିବେ ନାହିଁ।। ତୈଳ ଉପରେ ଉତ୍ପାଦନ ଶୁଳ୍କକୁ ୨ ଟଙ୍କା ହ୍ରାସ କରିବା ପରେ କେନ୍ଦ୍ର […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 06:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଜେଡି ସରକାର ପେଟ୍ରୋଲ୍ ଦର ବୃଦ୍ଧିକୁ ନେଇ ବିଜେପିକୁ ଘେରୁଛି। କିନ୍ତୁ ନିଜ ରାଜ୍ୟରେ ପେଟ୍ରୋଲ୍‌ରେ ଲାଗିଥିବା ଭାଟ୍ କମେଇବାକୁ ପ୍ରସ୍ତୁତ ନୁହେଁ। ଆଜି ଏହା ସ୍ପଷ୍ଟ କରିଛନ୍ତି ନିଜେ ସରକାର।

ଏ ସଂପର୍କରେ ପ୍ରତିକ୍ରିୟା ଦେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶା ସରକାର ପେଟ୍ରୋଲ୍ ଉପରୁ ଭାଟ୍ ଛାଡ଼ କରିବେ ନାହିଁ।। ତୈଳ ଉପରେ ଉତ୍ପାଦନ ଶୁଳ୍କକୁ ୨ ଟଙ୍କା ହ୍ରାସ କରିବା ପରେ କେନ୍ଦ୍ର ସରକାର ଭାଟ୍ ଛାଡ଼ ପାଇଁ ଅପିଲ୍ କରିଥିଲେ। ତେବେ କେନ୍ଦ୍ରର ଏହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ରାଜ୍ୟ ସରକାର। ଅଗ୍ରାହ୍ୟ ନେଇ ପରୋକ୍ଷ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ।

sasiସେ କହିଛନ୍ତି- “କେନ୍ଦ୍ରର ୨ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ଯୋଗୁଁ ରାଜ୍ୟ କ୍ଷତି ସହୁଛି। କେନ୍ଦ୍ର ୧.୧୬ ଟଙ୍କା କ୍ଷତି ସହୁଥିବା ବେଳେ ରାଜ୍ୟର କ୍ଷତି ୧.୩୬ ଟଙ୍କା ହେଉଥିଲା। ତେଣୁ ଭାଟ୍ ଛାଡ଼ କଥା କେଉଁଠୁ ଉଠୁଛି। ଅନ୍ତର୍ଜାତୀୟ ବଜାରରେ ଦର କମୁଥିବା ବେଳେ କେନ୍ଦ୍ର ବଢ଼ାଇ ଚାଲିଛି।”

ଗତ ୪ ତାରିଖରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ୨ଟଙ୍କା ଲେଖାଏଁ ଉତ୍ପାଦ ଶୁଳ୍କ କମାଇଥିଲେ। ଏହା ପରେ ରାଜ୍ୟଗୁଡିକ ମଧ୍ୟ ତେଲ ଉପରୁ ୫ ପ୍ରତିଶତ ଭାଟ୍ କମାଇବାକୁ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପିଲ୍ କରିଥିଲେ। ଏହାକୁ ନେଇ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story