ଓଡ଼ିଶାକୁ ୮୧୫ କୋଟି ଟଙ୍କା ମରୁଡ଼ି ସହାୟତା ଘୋଷଣା କଲା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ଲାଗି ୮୧୫ କୋଟି ଟଙ୍କାର ମରୁଡ଼ି ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ରାଜ୍ୟ ସରକାର ମରୁଡ଼ି ବାବଦରେ ୨୧୯୯ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ। କେନ୍ଦ୍ରୀୟ ଟିମର ଅନୁଧ୍ୟାନ ରିପୋର୍ଟ ଆଧାରରେ ଏହି ସହାୟତା ଘୋଷଣା କରାଯାଇଛି। ନ୍ୟାଶନାଲ ଡିଜାଷ୍ଟର ରିଲିଫ ଫଣ୍ଡରୁ ଏହି ଅର୍ଥ ମିଳିବ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କୃଷିମନ୍ତ୍ରୀ […]

mayurbhanja-marudi

mayurbhanja-marudi

Rakesh Mallick
  • Published: Wednesday, 06 January 2016
  • Updated: 07 January 2016, 03:21 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ଲାଗି ୮୧୫ କୋଟି ଟଙ୍କାର ମରୁଡ଼ି ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ରାଜ୍ୟ ସରକାର ମରୁଡ଼ି ବାବଦରେ ୨୧୯୯ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ। କେନ୍ଦ୍ରୀୟ ଟିମର ଅନୁଧ୍ୟାନ ରିପୋର୍ଟ ଆଧାରରେ ଏହି ସହାୟତା ଘୋଷଣା କରାଯାଇଛି। ନ୍ୟାଶନାଲ ଡିଜାଷ୍ଟର ରିଲିଫ ଫଣ୍ଡରୁ ଏହି ଅର୍ଥ ମିଳିବ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କୃଷିମନ୍ତ୍ରୀ ରାଧାମୋହନ ସିଂହ, ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବା ସହ ରେଳ ଚଳାଚଳ ତୁରନ୍ତ ଆରମ୍ଭ କରିବା ଦିଗରେ ପଦକ୍ଷେପ ନିଆଯାଉ। ଏ ନେଇ ଓଡ଼ିଶା ଓ କେନ୍ଦ୍ର ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଆର୍ଥିକ ସହାୟତା ଶୀଘ୍ର ପ୍ରଦାନ କରାଯାଉ। ଏଥିସହ ରାଜ୍ୟରେ ବର୍ତ୍ତମାନ ଚାଲିଥିବା ରେଳ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବା ଲାଗି ଅନୁରୋଧ କରିଥିଲେ କମିଟି ସଦସ୍ୟ। ସେହିପରି ଆଜିର ବୈଠକରେ ଆନ୍ଧ୍ର ପ୍ରଦେଶ ପାଇଁ ୪୩୩ କୋଟି ୭୭ ଲକ୍ଷ ଓ ଉତ୍ତର ପ୍ରଦେଶ ଲାଗି ୧୩ଶହ ୪ କୋଟି ଟଙ୍କାର ମରୁଡି ସହାୟତା ମଞ୍ଜୁର କରାଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ମହାପାତ୍ର କହିଛନ୍ତି ଦୁଇଟି ପର୍ଯ୍ୟାୟରେ ୨୧୯୯ କୋଟି ଟଙ୍କା ଦାବି କରାଯାଇଥିଲା। ଫାଇନାଲ ରିପୋର୍ଟ ଆସିନାହିଁ। କ୍ରପ୍ କଟିଂ ପରେ ଫାଇନାଲ୍ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯିବ। କେନ୍ଦ୍ର ସରକାର ଆଗକୁ ଅଧିକ ସହାୟତା ଯୋଗାଇ ଦେବେ ବୋଲି ଆଶା କରୁଛୁ।

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, ବହୁତ ବିଳମ୍ବ ହୋଇଯାଇଛି। ତଥାପି କେନ୍ଦ୍ର ସରକାର ମରୁଡ଼ି ସହାୟତା ଘୋଷଣା କରିଥିବାରୁ କୃତଜ୍ଞତା ଜଣାଉଛୁ। ଆଗକୁ କେନ୍ଦ୍ର ଅଧିକ ସହାୟତା ଯୋଗାଇ ଦେବେ ଆଶା କରୁଛୁ। ରାଜ୍ୟର ସ୍ଥିତି ଯାହା ଅଛି କେନ୍ଦ୍ର ସରକାର ବିଚାର କରିବାର ଥିଲା।

ସେହିପରି ଗୃହମନ୍ତ୍ରୀ ଦେଶର ୩୫ଟି ବିଶେଷ ନକ୍ସଲ ପ୍ରଭାବିତ ଜିଲ୍ଲା ପାଇଁ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ପ୍ରତି ଜିଲ୍ଲାକୁ ୨୮କୋଟି ୫୭ ଲକ୍ଷ କରି ସହାୟତା ମିଳିବ। ଓଡ଼ିଶାର ଦୁଇଟି ଜିଲ୍ଲା ଏହି ସହାୟତା ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story